Get Updates
Get notified of breaking news, exclusive insights, and must-see stories!

ପୁଣି ମେଡିକାଲେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲି, ଛାତିରେ ହେଉଛି ଯନ୍ତ୍ରଣା

ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଛନ୍ତି । ଫଳରେ ତାଙ୍କୁ ସ୍ଥାନୀୟ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋଲକତା: ପୁଣି ଅସୁସ୍ଥ ହେଲେ ଦାଦା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ଖବର ଅନୁସାରେ ଆଜି (ବୁଧବାର) ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିଛନ୍ତି । ଫଳରେ ତାଙ୍କୁ ସ୍ଥାନୀୟ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦାଦାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ଅଧିକ ସୂଚନା ମିଳିପାରି ନାହିଁ ।

Sourav Ganguly

ସୂଚନାଥାଉ କି, କିଛି ଦିନ ତଳେ ଏମିତି ଛାତିରେ ଯନ୍ତ୍ରଣା ପାଇବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଛାତିରେ ସର୍ଜରୀ ହୋବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ଗାଙ୍ଗୁଲି । ଏବେ ପୁଣି ଛାତିରେ ଯନ୍ତ୍ରଣା ପାଇଁ ତାଙ୍କୁ ଅପୋଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+