ICCର ନିୟମ ଭାଙ୍ଗିଲେ ଶୁଭମନ୍ ଗିଲ୍, ଦେଇପାରନ୍ତି ବଡ଼ ଜରିମାନା

ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳୁଛି ଭାରତ । ପ୍ରଥମ ଦିନରେ ଦୃଢ଼ ସ୍ଥିତିରେ ରହିଛି ଟିମ ଇଣ୍ଡିଆ । ଅଧିନାୟକ ଶୁଭମନ ଗିଲ ଏବଂ ଜୟସ୍ବାଲଙ୍କ ଶତକୀୟ ପାଳି ବଳରେ ଭାରତ ଏବେ ଦୃଢ଼ ସ୍ଥିତିରେ ରହିଛି । ତେବେ ପ୍ରଥମ ଦିନରେ ଅଧିନାୟକ ଶୁଭମନ ଗିଲ ଆଇସିସିର ଏକ ବଡ଼ ନିୟମ ଭାଙ୍ଗିଥିବା କୁହାଯାଉଛି ।

ଯେଉଁ କାରଣରୁ ତାଙ୍କ ବଡ଼ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ । ତେବେ ଗିଲ ଯେତେବେଳେ ବ୍ୟାଟିଂ ଆସିଥିଲଷ ସେତେବେଳେ ସେ ଧଳା ମୋଜା ବଦଳରେ କଳା ମୋଜା ପିନ୍ଧି ବ୍ୟାଟିଂ ଆସିଥିବା ଦେଖିବାକୁ ମିଳିଥିଲା । ନିୟମ ଅନୁସାରେ ଟେଷ୍ଟ ମ୍ୟାଚରେ ଧଳା ମୋଜା ପିନ୍ଧିବା କଥା । MCC ଦ୍ବାରା ଏଭଳି ନିୟମ କରାଯାଇଛି ।

Shubman Gill may face heavy fine

ଡ୍ରେସକୋଡ୍ ନିୟମ ଉଲଙ୍ଘନ କରିଥିବା କାରଣରୁ ତାଙ୍କ ଜରିମାନା ଦେବାକୁ ପଡ଼ିବ । ତେବେ ଏହି ମାମଲାରେ ସ୍କାଏ ସ୍ପୋର୍ଟ ପକ୍ଷରୁ ଟୁଇଟ୍ କରାଯାଇଥିବା ଦେଖିବାକୁ ମିଳିଛି । ପୋଷାକ ସମ୍ବନ୍ଧୀୟ ICC ନିୟମ 19.45 ଅନୁଯାୟୀ ଜଣେ ଖେଳାଳି ଟେଷ୍ଟ ମ୍ୟାଚ୍ ସମୟରେ ଧଳା ପୋଷାକ, କ୍ରିମ୍ କିମ୍ବା ହାଲୁକା ମାଟିଆ ରଙ୍ଗର ମୋଜା ପିନ୍ଧିବା ଉଚିତ, କିନ୍ତୁ ଶୁଭମନ ଗିଲ୍ କଳା ମୋଜା ପିନ୍ଧିଥିଲେ, ଯାହା ICC ନିୟମର ଉଲ୍ଲଂଘନ। ଏହି ନିୟମ 2023 ମେ ମାସରେ ଲାଗୁ କରାଯାଇଥିଲା। ତେବେ ନିୟମ ଅନୁସାରେ ମ୍ୟାଚ ଫି'ର ୧୦ରୁ ୨୦ ପ୍ରତିଶତ ତାଙ୍କୁ ଦେବାକୁ ପଡ଼ିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+