Get Updates
Get notified of breaking news, exclusive insights, and must-see stories!

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍

ଆଜି ଭାରତ--ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଛତିଶଗଡ଼ ରାୟପୁର ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଭାରତ । ଶୁଭମନ ଗିଲ ଆହତ କାରଣରୁ ଲୋକେଶ ରାହୁଲଙ୍କ ଅଧିନାୟକତ୍ବରେ ଖେଳିବ ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ କୋହଲି ଓ ରୋହିତଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

India and South Africa

କୋହଲି ଶତକ ମାରିଥିବା ବେଳେ ରୋହିତ ଅର୍ଦ୍ଧଶତକ ମାରିଥିଲେ । ଭାରତ ୩୪୯ ରନ କରିଥିଲେ ମଧ୍ୟ ମାତ୍ର ୧୭ ରନରେ ବିଜୟୀ ହୋଇଥିବା ଟିମ ଇଣ୍ଡିଆ । ଆଜି ଦୁଇ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ । ତେବେ କୋହଲି, ରୋହିତ ଭଲ ଫର୍ମରେ ଥିବାରୁ ଭାରତର ପଲ୍ଲା ଭାରୀ ରହିଛି । କିନ୍ତୁ ଦକ୍ଷିଣ ଆଫ୍ରିକା ଟିମକୁ ଫେରିଛନ୍ତି ଟିମ ବାବୁମା ଓ କେଶବ ମହାରାଜ। ତେଣୁ ପୂର୍ବ ଅପେକ୍ଷା ଭ୍ରମଣକାରୀ ଦଳ ଭଲ ପଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି କ୍ରିକେଟ ସମୀକ୍ଷକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+