ମହିଳା ଟି -20 ବିଶ୍ୱକପ ୨୦୨୪ ପାଇଁ କାର୍ଯ୍ୟସୂଚୀ ଘୋଷଣା, ଏହି ଦିନ ମୁହାଁମୁହିଁ ଭାରତ-ପାକିସ୍ତାନ
ଘୋଷଣା ହେଲା ଆଇସିସି ମହିଳା ଟି-୨୦ ବିଶ୍ଵକପ ୨୦୨୪ର କାର୍ଯ୍ୟସୂଚୀ । ଏହି ଟୁର୍ନାମେଣ୍ଟ ଆୟୋଜନ ବାଂଲାଦେଶରେ ହେବ । ଭାରତୀୟ ମହିଳା ଟିମ୍କୁ ଗ୍ରୁପ୍ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ମଧ୍ଯ ସାମିଲ୍ ଅଛନ୍ତି। ଅକ୍ଟୋବର ୩ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଭାରତର ପ୍ରଥମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବ ନାଯିବ । ଏହି ର୍ ଅକ୍ଟୋବରରେ ଅନୁଷ୍ଠିତ ହେବ ।

ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଏହି ମ୍ୟାଚ୍ ୬ ଅକ୍ଟୋବରରେ ଖେଳାଯିବ । ଏହାପରେ ଟିମ୍ ଇଣ୍ଡିଆ କ୍ବାଲିଫାୟର ୧ ଟିମ୍କୁ ଭେଟିବ। ଏହି ମ୍ୟାଚ ୧୩ ଅକ୍ଟୋବରରେ ଖେଳାଯିବ । ଏହା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଯଦି ପ୍ରଥମ ସେମିଫାଇନାଲ ବିଷୟରେ ଆଲୋଚନା କରିବା, ତେବେ ଏହା ୧୭ ଅକ୍ଟୋବରରେ ଦ୍ବିତୀୟ ସେମିଫାଇନାଲ ୧୮ଅକ୍ଟୋବରରେ ଖେଳାଯିବ । ଫାଇନାଲ୍ ମ୍ୟାଚ୍ ୨୦ ଅକ୍ଟୋବରରେ ଅନୁଷ୍ଠିତ ହେବ ।
ଟି-୨୦ ବିଶ୍ବକପ ୨୦୨୪ରେ ମୋଟ ୨୩ଟି ଦିନରେ ଢାକା ସିଲହେଟରେ ଖେଳାଯିବ । ଟୁର୍ନାମେଣ୍ଟ ପାଇଁ ଦୁଇଟି ଗ୍ରୁପ ତିଆରି କରାଯାଇଛି ଏବଂ ଗୋଟିଏ ଗ୍ରୁପରେ ୫ଟି ଲେଖାଏଁ ଟିମ୍ ରହିଛନ୍ତି । ଗ୍ରୁପ୍ ବିରେ ମଧ୍ୟ ୫ଟି ଦଳ ଅଛନ୍ତି ଗ୍ରୁପ ଏରେ ଭାରତ, ପାକିସ୍ଥାନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ପ୍ରଥମ କ୍ବାଲିଫାୟର ଟିମ୍ ରହିବେ । ଗ୍ରୁପ୍ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ବାଂଲାଦେଖେଳାଯିବ । ଏହି ମ୍ୟାଚ୍ ୧୯ ବିରେ ଦକ୍ଷିଣ ଏବଂ - ଦ୍ବିତୀୟ କ୍ବାଲିଫାୟର୍ ଟିମ୍ପୁ ରଖାଯାଇଛି ।
ଟୁର୍ନାମେଣ୍ଟରେ ପ୍ରତ୍ୟେକ ଟିମ୍କୁ ମୋଟ୍ ୪ଟି ଗ୍ରୁପ୍ ମ୍ୟାଚ୍ ଖେଳିବେ । ଏହାପରେ ପ୍ରତ୍ଯେକ ଗ୍ରୁପର ୨ଟିମ୍ ସେମିଫାଇନାଲରେ ଏଣ୍ଟ୍ରି କରିବେ। ଏହା ୧୭ ଏବଂ ୧୮ ଅକ୍ଟୋବରରେ ଖେଳାଯିବ । ଏହାପରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।
ଖବର ଅନୁଯାୟୀ ଟି-୨୦ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ଗୋଟିଏ ଟାଇଟଲ ଜିତିବାରେ ସକ୍ଷମ ହୋଇନି । ଅଷ୍ଟ୍ରେଲିଆ ଏଥିରେ ସର୍ବାଧିକ ଟାଇଟଲ୍ ଜିତିଛି । ଅଷ୍ଟ୍ରେଲିଆ ୬ଥର ଟାଇଟଲ ହାତେଇଛି । ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ଥରେ ଲେଖାଏଁ ୱାର୍ଲ୍ସକପ୍ ଜିତିଛନ୍ତି । ଭାରତରେ ଟି-୨୦ ବିଶ୍ବକପ ୨୦୧୬ରେ ଆୟୋଜିତ ହୋଇଥିଲା । ଏହାର ଅନ୍ତିମ ମ୍ୟାଚ୍ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । ତେବେ ଟିମ୍ ଇଣ୍ଡିଆ ଥରେ ହିଁ ଫାଇନାଲରେ ପ୍ରବେଶ କରିଛି ୨୦୨୦ରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା ।












Click it and Unblock the Notifications