For Quick Alerts
Turn On Notification  
For Daily Alerts
Oneindia App Download

ଭୁଲ ଥିଲା କୋଭିଡ ରିପୋର୍ଟ, ଥାଇଲ୍ୟାଣ୍ଡ ଓପନ ଖେଳିବେ ସାଇନା

ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ କୋଭିଡ-19 ପଜିଟିଭ ବୋଲି ଜଣାପଡିଥିଲା । ମାତ୍ର ଏହା ଭୁଲ ରିପୋର୍ଟ ଥିଲା ।

|

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କ କୋଭିଡ-19 ପଜିଟିଭ ବୋଲି ଜଣାପଡିଥିଲା । ମାତ୍ର ଏହା ଭୁଲ ରିପୋର୍ଟ ଥିଲା । ସେ ବୁଧବାର (13 ଜାନୁଆରୀ) ରେ ହେବାକୁ ଥିବା ଥାଇଲ୍ୟାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟ ଖେଳିପାରନ୍ତି।

ମିଡିଆ ରିପୋର୍ଟରେ ସାଇନାଙ୍କ ବିଷୟରେ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସୂତ୍ରରୁ ସୂଚନା ଦିଆଯାଇଛି ଯେ ତାଙ୍କ କୋଭିଡ -19 ରିପୋର୍ଟ ନେଗେଟିଭ ଅଟେ । ସାଇନାଙ୍କ କରୋନା ରିପୋର୍ଟ ପ୍ରଥମେ ପଜିଟିଭି ଥିଲା । BAI ଅନୁଯାୟୀ ସାଇନାଙ୍କ କରୋନା ରିପୋର୍ଟ ପଜିଟିଭି ନୂହେଁ ବରଂ ପୂର୍ବରୁ ପ୍ରକାଶ ପାଇଥିବା ରିପୋର୍ଟରେ ସାଇନା ପଜିଟିଭି ଥିଲେ ।

ଥାଇଲ୍ୟାଣ୍ଡ ଓପନ ଖେଳିବେ ସାଇନା

ସାଇନାଙ୍କ ବ୍ୟତୀତ ତାଙ୍କ ସ୍ବାମୀ ଏଚଏସ ପ୍ରଣୟଙ୍କ କୋଭିଡ -19 ପରୀକ୍ଷା ମଧ୍ୟ କରିଥିଲେ । ଉଭୟ କରୋନା ପଜିଟିଭ୍ ଥିବା ଜଣାପଡିବା ପରେ ଥାଇଲ୍ୟାଣ୍ଡ ଓପନ୍ ସୁପର 1000 ଟୁର୍ନାମେଣ୍ଟରୁ ବାଦ ପଡିଥିଲେ ।

BWF କହିଛି, "ଏକ ସକରାତ୍ମକ ଆଣ୍ଟିବଡି ପରୀକ୍ଷା ଅର୍ଥ ଜଣେ ବ୍ୟକ୍ତି ଅତୀତରେ କରୋନା ସଂକ୍ରମିତ ହୋଇଥିଲେ। ଏହାର ଅର୍ଥ ନୁହେଁ ଯେ ସେମାନେ ବର୍ତ୍ତମାନ ସଂକ୍ରମିତ ହୋଇଛନ୍ତି।" ନେହୱାଲ ଏବଂ ପ୍ରଣୟଙ୍କ ବ୍ୟତୀତ ଜର୍ମାନୀର ଜୋନ୍ସ ରାଲଫି ଜାନସେନ୍, ଯିଏକି କୋଭିଡ୍ -19 ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ମାତ୍ର ତାଙ୍କ ଆଣ୍ଟିବଡି ଟେଷ୍ଟ ଏବେ ନେଗେଟିଭି ଆସିଥିବାରୁ ସେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Saina Nehwal, HS Prannoy Cleared To Play Thailand Open After Antibody Tests
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X