Get Updates
Get notified of breaking news, exclusive insights, and must-see stories!

ଫୁଟବଲ୍ ସମ୍ରାଟ ଲିଓନେଲ୍ ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଇଥାଏ। ଫୁଟବଲ୍ ଜଗତରେ ଫୁଟବଲ୍ ସମ୍ରାଟ ଲିଓନେଲ୍ ମେସିଙ୍କ ଲୋକପ୍ରିୟତା ଅତୁଳନୀୟ। ଉଭୟ ଖେଳାଳିଙ୍କର ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି।

Lionel Messi

ଦୁଇ କିମ୍ବଦନ୍ତୀଙ୍କ ମିଳନ କ୍ରୀଡ଼ାପ୍ରେମୀଙ୍କୁ ବେଶ ଆମୋଦିତ କରିଛି। ଭାରତ ଗସ୍ତ​‌େ​‌ର ଥିବା ମେସି ରବିବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡ଼ିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସଚିନ ତେନ୍ଦୁଲକର ମେସିଙ୍କୁ ୨୦୧୧ ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଜର୍ସି ଉପହାର ପ୍ରଦାନ କରିଥିଲେ। ସଚିନ ତେନ୍ଦୁଲକର ଲେଖା ଓ ଦସ୍ତଖତ ଥିବା ୧୦ ନମ୍ବର ଜର୍ସିକୁ ସଚିନ ମେସିଙ୍କୁ ପ୍ରଦାନ କରିଥିଲେ। ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନାବେଳେ ୱାଙ୍ଖଡେ ଷ୍ଟାଡ଼ିୟମ​‌େ​‌ର ଉପସ୍ଥିତ ଥିବା ଦର୍ଶକମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+