ବାରବାଟୀରେ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ , ୭୬ ବଲରେ ଶତକ

ବାରବାଟୀରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ। ଦମଦାର ଶତକ ହାସଲ କରି ଫର୍ମକୁ ଫେରିଲେ କ୍ୟାପଟେନ୍ ରୋହିତ ଶର୍ମା। ବାରବାଟୀରେ କ୍ୟାରିୟରର ୩୨ତମ ଶତକ ହାସଲ କଲେ ରୋହିତ। ୭୬ଟି ବଲ୍‌ ଖେଳି ୯ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ବିଶାଳ ଶତକ ହାସଲ କରିଛନ୍ତି।

Rohit Sharma

ଏହା ହେଉଛି ତାଙ୍କର ୩୨ତମ ଦିନିକିଆ ଅନ୍ତର୍ଜାତୀୟ ଶତକ। ରୋହିତ ଶର୍ମା ଆଜି ୩୦ଟି ବଲ୍ ଖେଳି ୪ଟି ଚୌକା ଓ ୪ଟି ଛକା ବଳରେ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତଙ୍କ ଶତକ ବଳରେ ଭାରତର ସ୍କୋର ୨ଟି ୱିକେଟ୍‌ ବିନିମୟରେ ୧୯୪ ରନ୍‌ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+