Rohan Bopanna: ଟେନିସରୁ ଅବସର ନେଲେ ବୋପାନ୍ନା

ଭାରତର ତାରକା ଟେନିସ ଖେଳାଳି ରୋହନ ବୋପାନ୍ନା ନିଜର ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫଳରେ ବୋପାନ୍ନାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଏକପ୍ରକାର ନିରାଶା ଦେଖିବାକୁ ମିଳିଛି।

Rohan Bopanna

ବୋପାନ୍ନା ନିଜ ପୋଷ୍ଟରେ ଲେଖିଛନ୍ତି, 'ଏକ ବିଦାୟ, କିନ୍ତୁ ଶେଷ ନୁହେଁ। ଏଭଳି ସମୟରେ ବିଦାୟ ନେବା ବହୁତ କଷ୍ଟକର ହେଉଛି, ଯାହା ଆପଣଙ୍କ ଜୀବନକୁ ସାର୍ଥକ ବନାଇଥାଏ। ୨୦ ଅବିସ୍ମରଣୀୟ ବର୍ଷ ପରେ ଏବେ ସମୟ ଆସିଯାଇଛି। ଆନୁଷ୍ଠାନିକ ଭାବେ ସେ ଟେନିସରୁ ସନ୍ନ୍ୟାସ ଘୋଷଣା କରୁଛନ୍ତି। ଏହା ଲେଖିବା ସମୟରେ ମୋ ହୃଦୟ ଅତ୍ୟନ୍ତ ଭାରି ଲାଗୁଛି ଏବଂ ସମସ୍ତଙ୍କ ପ୍ରତି ଆଭାରୀ ମଧ୍ୟ। ଏସବୁ ଏକ ସ୍ଵପ୍ନ ଭଳି ଲାଗୁଛି ବୋଲି ସେ ଲେଖିଛନ୍ତି।'

୪୫ ବର୍ଷୀୟ ବୋପାନ୍ନା ଚଳିତବର୍ଷ ପ୍ୟାରିସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଶେଷ ଥର ପାଇଁ ଖେଳିଥିଲେ। ଏହି ମ୍ୟାଚରେ ସେ ଆଲେକଜାଣ୍ଡର ବୁବ୍ଲିକଙ୍କ ସହିତ ମିଳିତ ଭାବେ ଖେଳିଥିଲେ। ଏହି ଯୋଡ଼ିକୁ ପିୟର୍ସ ଏବଂ ଜେମ୍ସ ଟ୍ରେସୀ ୫-୭, ୬-୨ ଏବଂ ୧୦-୮ରେ ପରାସ୍ତ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+