Get Updates
Get notified of breaking news, exclusive insights, and must-see stories!

ରିଙ୍କୁ ସିଂହଙ୍କୁ ଦାଉଦ ଗ୍ୟାଙ୍ଗର ଧମକ, ୫ କୋଟି ଦିଅ, ନଚେତ୍‌.....

ଟିମ୍‍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହଙ୍କୁ ଅଣ୍ଡରୱାଲ୍ଡରୁ ଧମକ ମିଳିଛି । ସୂଚନା ଅନୁଯାୟୀ ରିଙ୍କୁ ସିଂହଙ୍କୁ ଏହି ଧମକ ଦାଉଦ ଗ୍ୟାଙ୍ଗ ଦ୍ୱାରା ଦିଆଯାଇଥିଲା । ଏହି ଘଟଣାରେ ପୁଲିସ କିଛି ବ୍ୟକ୍ତିବିଶେଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହାକୁ ମିଶାଇ ରିଙ୍କୁ ସିଂହ ଚଳିତ ବର୍ଷ ତିନିଇର ଧମକ ପାଇଲେଣି । ତାଙ୍କ ପ୍ରମୋସନାଲ୍‍ ଦଳ ତିନୋଟି ଧମକପୂର୍ଣ୍ଣ ମେସେଜ୍‍ ପାଇଛି ।

rinku singh

ଦାଉଦ୍‍ ଗ୍ୟାଙ୍ଗ ରିଙ୍କୁ ସିଂହଙ୍କଠାରୁ ୫କୋଟି ଟଙ୍କା ଦାବି କରିଛି । ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପଚରାଉଚରା ବେଳେ ସେମାନେ ସତ ମାନିଛନ୍ତି । ରିପୋର୍ଟ ଅନୁଯାୟୀ ରିଙ୍କୁ ସିଂହଙ୍କଠାରୁ ଟଙ୍କା ମାଗୁଥିବା ଏହି ଦୁଇ ଜଣଙ୍କୁ ୱେଷ୍ଟଣ୍ଡିଜରେ ଗିରଫ କରାଯାଇଛି । ଜଣଙ୍କର ନାମ ମହମ୍ମଦ ଦିଲଶାଦ ଏବଂ ଅନ୍ୟ ଜଣଙ୍କ ନାମ ମହମ୍ମଦ ନାଭିଦ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+