ଦଳାଚକଟାରେ ୧୧ ମୃତକଙ୍କ ପାଇଁ ୧୦ ଲକ୍ଷର ସହାୟତା ଘୋଷଣା RCB

ଦଳାଚକଟାରେ ୧୧ ମୃତକଙ୍କ ପାଇଁ ୧୦ ଲକ୍ଷର ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲା RCB ଟିମ୍‌। ଆହତଙ୍କୁ ସହାୟତା ପାଇଁ RCB କେୟର୍ସ ପାଣ୍ଠି ମଧ୍ୟ ସୃଷ୍ଟି ।ଗତକାଲି ବେଙ୍ଗାଲୁରୁରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।

rcp

ଉଲ୍ଲେଖଯୋଗ୍ୟ, ଆହତଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଷ୍ଟାଡିୟମ ବାହାରେ ଏଭଳି ଅଘଟଣ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୁଲିସ ବାହିନୀର ବ୍ୟାପକ ପ୍ରୟାସ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଗୋଟିଏ ପଟେ ଷ୍ଟାଡିୟମ ବାହାରେ ଏଭଳି ଦୁଃଖଦ ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟପଟେ ଷ୍ଟାଡିୟମ ଭିତରେ ଉତ୍ସବ ଚାଲିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+