Get Updates
Get notified of breaking news, exclusive insights, and must-see stories!

ଟି-୨୦ କ୍ରିକେଟରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି ର୍ସା ରବୀନ୍ଦ୍ର ଜାଡେଜା । ବିରାଟଙ୍କ ପରେ ଅବସର ଘୋଷଣା କରି ଏବେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ସାର ଜାଡେଜା । ଦୀର୍ଘ ୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପରେ ବିଜୟୀ ହେବା ପରେ ଦୁଇ ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

Ravindra Jadeja

ଆଉ ଏବେ ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ରବିନ୍ଦ୍ର ୨୦୦୯ରେ ଭାରତ ପାଇଁ ଟି-୨୦ ଖେଳିବା ଆରମ୍ଭ କରିଥିଲେ । ଭାରତୀୟ ଟିମ୍‌ରେ ରବୀନ୍ଦ୍ର ଜାଡେଜା ହେଉଛନ୍ତି ଜଣେ ଅଲ୍‌ରାଉଣ୍ଡର । ସେ ୭୪ଟି ଞ-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୬୧୨ ରନ୍ କରିଥିବା ବେଳେ ୫୪ଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ବର୍ତ୍ତମାନେ ସେ ଟେଷ୍ଟ, ଦିନିକିଆ ଓ ଆଇପିଏଲ୍ ଖେଳିବେ ବୋଲି ଜଣାପଡ଼ିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+