Get Updates
Get notified of breaking news, exclusive insights, and must-see stories!

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ଭାରତ ଫେରିଲେ ରେସଲିଂ ତାରକା ଭିନେଶ ଫୋଗଟ୍ , ପ୍ରଶଂସାଙ୍କ ଦ୍ୱାରା ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ

ପ୍ୟାରିସ୍ ଅଲିମ୍ପିକ୍ସ ସରିବା ପରେ ଭାରତୀୟ ରେସଲିଂ ତାରକା ଭିନେଶ ଫୋଗଟ୍ ନିଜ ଦେଶ ଭାରତକୁ ଫେରିଛନ୍ତି। ସେ ଫେରିବା ପରେ ତାଙ୍କୁ କରାଯାଇଥିବା ଭବ୍ୟ ସ୍ବାଗତରେ ଭାବପ୍ରବଣ ହୋଇ ପଡ଼ିଛନ୍ତି ଭିନେଶ। ଅଗଷ୍ଟ ୧୭ ତାରିଖରେ ଭିନେଶ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି।

Vinesh Phogat

ବିନେଶ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାର ଲୋକେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ତାଙ୍କୁ ପୂର୍ବତନ ରେସ୍‌ଲସ ସାକ୍ଷୀ ମଲିକ୍ ଏବଂ ବଜରଙ୍ଗ ପୁନିଆ ମଧ୍ୟ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଏକ ଭାବପ୍ରବଣ ମୁହୂର୍ତ୍ତରେ ଉଭୟ ଭିନେଶ ଏବଂ ସାଖୀ ମଲିକ ବିମାନବନ୍ଦର ବାହାରେ ଆଲିଙ୍ଗନ କରିବା ସମୟରେ କାନ୍ଦିବାକୁ ଲାଗିଲେ।

'କାସ୍‌' ଉପରେ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌ଙ୍କ ଶେଷ ଆଶା ଥିଲା ବେଳେ ଦୁଇ ଦିନ ତଳେ ଆବେଦନକୁ ଖାରଜ କରିଦେବାରୁ ଏହା ମଉଳି ଯାଇଛି। ଫଳରେ ସେ ଖାଲି ହାତରେ ଭାରତରେ ପହଞ୍ଚିଛନ୍ତି।

କିନ୍ତୁ ୫୦ କେଜି ଫ୍ରିଷ୍ଟାଇଲ୍‌ ଫାଇନାଲ୍‌ ପୂର୍ବରୁ ତାଙ୍କର ଓଜନ ମପାଯିବା ସମୟରେ ୧୦୦ ଗ୍ରାମ୍‌ ଅଧିକ ରହିବା ବହୁତ ଘଟଣାବହୁଳ ଥିଲା। ଏପରିକି ଭିନେଶଙ୍କ ଜୀବନପ୍ରତି ମଧ୍ୟ ବିପଦ ରହିଥିଲା। ଏହି କଥାକୁ ତାଙ୍କର ପ୍ରଶିକ୍ଷକ ଉଲର ଅକୋସ୍‌ ଫେସ୍‌ବୁକ୍‌ରେ ପୋଷ୍ଟ୍‌ କରିଥିଲେ ଏବଂ କିଛି ସମୟ ପରେ ହଟାଇ ଦେଇଥିଲେ। ତେବେ ପୋଷ୍ଟ୍‌କୁ ହଟାଇବା ପୂର୍ବରୁ ଅନେକ ତାହାକୁ ସ୍କ୍ରିନ୍‌ସଟ୍‌ କରି ରଖିନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+