Paris Olympics 2024 Opening Ceremony LIVE: ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟିତ
Paris Olympics 2024 Opening Ceremony: ବିଶ୍ବର ସର୍ବବୃହତ୍ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲିମ୍ପିକ୍ସ ଉଦଘାଟିତ । ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ଏହା ୩୩ତମ ସଂସ୍କରଣ । ୧୯୦୦ରେ ପ୍ୟାରିସରେ ଅଲିମ୍ପିକ୍ସର ୨ୟ ସଂସ୍କରଣ ଅନୁଷ୍ଠିତ ହୋଇଥିବା ବେଳେ ୧୯୨୪ରେ ୨ୟ ଥର ପ୍ୟାରିସ୍ ସହରରେ ଅଲିମ୍ପିକ୍ସ ଅନୁଷ୍ଠିତ ହୋଇଥିଲା। ଏହାର ଶହେ ବର୍ଷ ପରେ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରୁଛି । ଏଥିରେ ୧୭ ଦିନ ଧରି ୨୦୬ ଦେଶରୁ ପ୍ରାୟ ୧୦,୭୦୦ କ୍ରୀଡ଼ାବିତ୍ ୩୨ଟି କ୍ରୀଡ଼ାରେ ମୋଟ ୩୨୯ଟି ପଦକ ପାଇଁ ପ୍ରତିଯୋଗିତାରେ ମାତିବେ। ମୋଟ ୩୪ଟି କ୍ରୀଡ଼ାଙ୍ଗନରେ ପ୍ରତିଯୋଗିତା ହେବ ।

ଶୁକ୍ରବାର ସନ୍ଧ୍ୟାରେ (ଭାରତୀୟ ସମୟ ରାତି ୧୧) ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ଷ୍ଟାଡିୟମ୍ ବାହାରେ ଉଦ୍ଘାଟନ ଉତ୍ସବ ହୋଇଛି । ପ୍ୟାରିସ୍ ସହର ମଧ୍ୟରେ ଥିବା ସିଏନ୍ ନଦୀରେ ୮୦ରୁ ୧୦୦ ନୌକା ଉପେର କ୍ରୀଡ଼ାବି୍ଙ୍କ ମାର୍ଚ୍ଚପାଷ୍ଟ ହୋଇଛି । ଏହି ନୌକାସବୁ ସିଏନ୍ ନଦୀ ଜଳରେ ପ୍ରାୟ ୬ କିଲୋମିଟର ଯାତ୍ରାକରିବେ। ନଦୀର ଉଭୟ ପାର୍ଶ୍ବରେ ହଜାର ହଜାର ଦର୍ଶକ କ୍ରୀଡ଼ାବିତ୍ଙ୍କୁ ସ୍ବାଗତ କରିଛନ୍ତି ।
ସମସ୍ତେ ଉତ୍ସବ ମୁଖର
All eyes on the athletes!
Everyone wants a piece of the Olympic action. The roles have reversed and some of the world's most famous paintings have taken a day off for the Games. 🖼️#Paris2024 #OpeningCeremony pic.twitter.com/F1GHidRX36
— The Olympic Games (@Olympics) July 26, 2024
ସାଇନ୍ ନଦୀ କୂଳରେ ପ୍ୟାରେଡ୍
La vie en rose. 🌹
23 delegations are parading along the river Seine.
But wait, who’s that mysterious torchbearer?#Paris2024 #OpeningCeremony pic.twitter.com/Lj05ULigkd
— The Olympic Games (@Olympics) July 26, 2024
ହିମନ୍ତ ବିଶ୍ଵଶର୍ମା ଟ୍ୱିଟ୍ କରି କହିଛନ୍ତି..
India's flagbearer at @Paris2024 #OlympicGames , our very own badminton star @Pvsindhu1! 🇮🇳
I am confident that the Indian contingent and our badminton squad will bring laurels to the country in the Games. pic.twitter.com/orbtx53nyT
— Himanta Biswa Sarma (@himantabiswa) July 26, 2024
ପ୍ୟାରିସରେ ଚାଲିଛି ରଙ୍ଗାରଙ୍ଗ କାର୍ଯ୍ଯକ୍ରମ
…Gaga oh la la!
Excuse us as we pick our jaws off of the floor 🤯 @ladygaga just blew us away with a dazzling French cabaret performance at the #Paris2024 #OpeningCeremony! pic.twitter.com/oXBtU8wit3
— The Olympic Games (@Olympics) July 26, 2024
ଅଲିମ୍ପିକ୍ ଗେମ୍ସ ପାଇଁ ପ୍ରସ୍ତୁତ କି?
The Flame is here! Are you ready for this 6km celebration of sport along the iconic River Seine? 🌉
Are you ready for the Olympic Games Paris 2024? 🙌#Paris2024 #OpeningCeremony pic.twitter.com/sfHRiqcwIS
— The Olympic Games (@Olympics) July 26, 2024
ଉଦଘାଟନୀ ସମାରୋହରେ ଅଲିମ୍ପିକ୍ ମଶାଲ
🇬🇷 From Olympia, Greece.
🇫🇷 To Paris, France.🔥 It's time for the Olympic flame to end its three-month journey across the French territory and enter the Opening Ceremony, but where is the Flame? 👀#Paris2024 #OpeningCeremony pic.twitter.com/x16HpA7fwo
— The Olympic Games (@Olympics) July 26, 2024
ଉଦଘାଟନୀ ସମାରୋହ ଆରମ୍ଭ !
Let the Opening Ceremony begin!#Paris2024 #OpeningCeremony
— The Olympic Games (@Olympics) July 26, 2024
ଟିମ ଇଣ୍ଡିଆ ପ୍ରସ୍ତୁତ
Our boys are all set for the opening ceremony in India's ceremonial kit. #HockeyIndia #Paris24 #olympics #IndiaKaGame #olympicopeningceremony #HockeyLayegaGold #WinItForSreejesh #Hockey pic.twitter.com/dnD6vBbdPj
— Hockey India (@TheHockeyIndia) July 26, 2024
ପ୍ରତ୍ୟେକ ଆଥଲେଟ୍ ହେଉଛନ୍ତି ଭାରତର ଗର୍ବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Prime Minister Narendra Modi tweets, "As the Paris Olympics commences, my best wishes to the Indian contingent. Every athlete is India’s pride. May they all shine and embody the true spirit of sportsmanship, inspiring us with their exceptional performances." pic.twitter.com/29zckLMQWw
— ANI (@ANI) July 26, 2024


















Click it and Unblock the Notifications