Paris Olympics 2024: ଆଜି ବ୍ରୋଞ୍ଜ ମେଡାଲ ପାଇଁ ଲଢିବେ ଲକ୍ଷ୍ୟ ସେନ୍, ମାଲେସିଆର ଲି ଜି ଜିଆଙ୍କୁ ଭେଟିବେ

ଆଜି ବ୍ରୋଞ୍ଜ ମେଡାଲ ପାଇଁ ଲଢିବେ ଲକ୍ଷ୍ୟ ସେନ୍ । ବ୍ରୋଞ୍ଜ ମୁକାବିଲାରେ ସେ ମାଲେସିଆର ଲି ଜି ଜିଆଙ୍କୁ ଭେଟିବେ । ଗତକାଲି ପୁରୁଷ ଏକକ ସେମିଫାଇନାଲରେ ଅଲିମ୍ପିକ୍ସ ବିଜେତା ଭିକ୍ଟର ଅକ୍ସେଲସେନଙ୍କଠୁ ହାରି ଯାଇଥିଲେ ।

୨୦୨୧ ବିଶ୍ୱ କାଂସ୍ୟ ବିଜେତା ୨୨ ବର୍ଷୀୟ ଲକ୍ଷ୍ୟ ୫୪ ମିନିଟର କଡ଼ା ସଂଘର୍ଷ ପରେ ଏକ ନମ୍ବର ଅକ୍ସେଲସେନଙ୍କଠୁ ୨୦-୨୨ ଓ ୧୪-୨୧ରେ ପରାସ୍ତ ହୋଇଥିଲେ। ପ୍ରଥମ ଗେମରେ ଲକ୍ଷ୍ୟ ଆଗୁଆ ଥିଲେ ମଧ୍ୟ ପରିବର୍ତ୍ତୀ ଗେମରେ ବାଜି ମାରିନେଇଥିଲେ ଅକ୍ସେଲସେନ।

ବ୍ରୋଞ୍ଜ ମୁକାବିଲାରେ ସେ ମାଲେସିଆର ଲି ଜି ଜିଆଙ୍କୁ ଭେଟିବେ। ଗତକାଲି ପୁରୁଷ ଏକକ ସେମିଫାଇନାଲରେ ଅଲିମ୍ପିକ୍ସ ବିଜେତା ଭିକ୍ଟର ଅକ୍ସେଲସେନଙ୍କଠୁ ହାରି ଯାଇଥିଲେ। ୨୦୨୧ ବିଶ୍ୱ କାଂସ୍ୟ ବିଜେତା ୨୨ ବର୍ଷୀୟ ଲକ୍ଷ୍ୟ ୫୪ ମିନିଟର କଡ଼ା ସଂଘର୍ଷ ପରେ ଏକ ନମ୍ବର ଅକ୍ସେଲସେନଙ୍କଠୁ ୨୦-୨୨ ଓ ୧୪-୨୧ରେ ପରାସ୍ତ ହୋଇଥିଲେ। ପ୍ରଥମ ଗେମରେ ଲକ୍ଷ୍ୟ ଆଗୁଆ ଥିଲେ ମଧ୍ୟ ପରିବର୍ତ୍ତୀ ଗେମରେ ବାଜି ମାରିନେଇଥିଲେ ଅକ୍ସେଲସେନ।

Paris Olympics 2024

ରୋମାଞ୍ଚକର ମ୍ୟାଚରେ ଗ୍ରେଟବ୍ରିଟେନକୁ ସୁଟଆଉଟରେ ହରାଇ ପ୍ୟାରିସ ଅଲିମ୍ପିକ୍ସରେ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ହକି ଦଳ । ୬୦ ମିନିଟରେ ସ୍ଥିତି ୧-୧ରେ ବରାବର ରହିବାରୁ ପେନାଲ୍ଟି ସୁଟଆଉଟର ସାହାରା ନିଆଯାଇଥିଲା। ସୁଟଆଉଟରେ ଭାରତ, ବ୍ରିଟେନକୁ ୪-୨ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଏହାସହ ଭାରତ ପାଇଁ ପଦକ ଆଶା ପକ୍କା ହୋଇଛି।

ମ୍ୟାଚରେ ଗୋଲକିପର ପି.ଆର.ଶ୍ରୀଜେଶ ଦମଦାର ପ୍ରଦର୍ଶନ କରିଥିଲେ। ବ୍ରିଟେନ ଭାରତ ଉପରେ ଘନ ଘନ ଆକ୍ରମଣ କରିଥିଲେ ବି ଶ୍ରୀଜେଶ ଏହାକୁ ଅଟକାଇଦେଇଥିଲେ। ଏହାସହ ଭାରତ ଦ୍ୱିତୀୟ ଥର ଲାଗି ଅଲିମ୍ପିକ୍ସର ସେମିରେ ପହଞ୍ଚିଛି। ଆସନ୍ତାକାଲି ସେମିରେ ଭାରତର ମୁକାବିଲା ଜର୍ମାନୀ ସହ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+