Paris Olympics 2024: ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ କେତେ ଦେଶ ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

Paris Olympics 2024: କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସ । 2024 ଅଲମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଅଛି । ଏଥର ଅଲମ୍ପିକ୍ସ ପ୍ୟାରିସ ଆୟୋଜନ କରୁଛି । ଶେଷ ଅଲିମ୍ପିକ୍ସ ଟୋକିଓରେ ଅନୁଷ୍ଠିତ ହୋଇଥିଲା । ପ୍ୟାରିସ ଅଲିମ୍ପିକ୍ସ 26 ଜୁଲାଇରୁ ଆରମ୍ଭ ହେବ ।

ଏହି ଖେଳଗୁଡିକରେ ସମୁଦାୟ 329 ଇଭେଣ୍ଟ ହେବ ଏବଂ 10,000 ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ବ୍ରେକଡାନସିଂ ନୂଆ ଇଭେଣ୍ଟ ଭାବେ ଗତ ବର୍ଷ ସାମିଲ କରାଯାଇଥିଲା । ସମୁଦାୟ 184 ଟି ଦେଶର ଆଥଲେଟମାନେ ଏହି ଖେଳଗୁଡିକରେ ଭାଗ ନେବାକୁ ଯାଉଛନ୍ତି ।

Paris Olympics 2024

ସ୍ୱର୍ଣ୍ଣ ପଦକ ମ୍ୟାଚଗୁଡିକ ବିଷୟରେ କହିବାକୁ ଗଲେ, ଏହା ସଂଖ୍ୟା ହେଉଛି 329 । 32 ଟି କ୍ରୀଡ଼ାରେ ଏହି ସଂଖ୍ୟକ କାର୍ଯ୍ୟକ୍ରମ ଆୟୋଜିତ ହେବ । ସ୍ୱର୍ଣ୍ଣ ପଦକ ବ୍ୟତୀତ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ମଧ୍ୟ ରହିବ । ଏହି ଅଲିମ୍ପିକ୍ ଗେମ୍ସରେ କେଉଁ ଦେଶ ସର୍ବାଧିକ ସ୍ୱର୍ଣ୍ଣ ପଦକ ପାଉଛି ତାହା ଉପରେ ରହିବ ନଜର ।

ତେବେ ଆସନ୍ତୁ ଜାଣିବା ଅଲମ୍ପିକ୍ସରେ କେଉଁ କେଉଁ ଦେଶରୁ କେତେ ଜଣ ଆଥଲେଟ୍ସ ଅଂଶ ଗ୍ରହଣ କରୁଛନ୍ତି ।

ଆଲବେନିଆ- 5
ଆଲଜେରିଆ - 36
ଅଣ୍ଡୋରା - 1
ଅଙ୍ଗୋଲା -20
ଆଣ୍ଟିଗୁଆ ଏବଂ ବାରବୁଡା - 3
ଆର୍ଜେଣ୍ଟିନା - 125
ଆର୍ମେନିଆ - 12
ଅରୁବା- 5
ଅଷ୍ଟ୍ରେଲିଆ- 429
ଅଷ୍ଟ୍ରିଆ - 61
ଆଜେରବାଇଜାନ- 36
ବାହାମାସ - 11
ବାହାରିନ - 10
ବାଂଲାଦେଶ -2
ବାରବାଡୋସ- 2
ବେଲଜିୟମ - 145
ବେନିନ୍ - 1
ବରମୁଣ୍ଡା- 5
ଭୁଟାନ - 1
ବଲିଭିଆ - 1
ବୋସନିଆ ଏବଂ ହେର୍ଜେଗୋଭିନା - 3
ବୋତସ୍ୱାନା- 5
ବ୍ରାଜିଲ - 235
ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ - 2
ବୁଲଗେରିଆ- 41
ବୁର୍କିନା ଫାସୋ - 5
ବୁରୁଣ୍ଡି - 2
କେମରୁନ - 2
କାନାଡା - 291
କେପ ଭର୍ଡେ - 4
କେମାନ୍ ଦ୍ୱୀପପୁଞ୍ଜ- 2
ମଧ୍ୟ ଆଫ୍ରିକୀୟ ଗଣରାଜ୍ୟ- 1
ଚାଡ୍ -3
ଚିଲି- 38
ଚୀନ୍ - 368
କଲମ୍ବିଆ - 79
କୋମୋରସ୍ - 1
କୋଷ୍ଟାରିକା- 4
କ୍ରୋଏସିଆ - 61
କ୍ୟୁବା - 48
ସାଇପ୍ରସ୍ - 11.
ଚେକ୍ ରିପବ୍ଲିକ୍ - 88
ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ- 2
ଡେନମାର୍କ- 118
ଜିବୁତି- 4
ଡୋମିନିକା- 1
ଡୋମିନିକାନ୍ ରିପବ୍ଲିକ୍ - 48
ଇକ୍ୟୁଏଡର୍- 31
ଇଜିପ୍ଟ- 144
ଏଲ୍ ସାଲଭାଡୋର- 5
ଇରିଟ୍ରିଆ- 8
ଇସ୍ତୋନିଆ- 21
ଇଥିଓପିଆ- 31
ଫିଜି- 30
ଫିନଲ୍ୟାଣ୍ଡ- 37
ଫ୍ରାନ୍ସ- 547
ଗାବନ- 1
ଗାମ୍ବିଆ- 2
ଜର୍ଜିଆ- 26
ଜର୍ମାନୀ- 396
ଘାନା- 6
ଗ୍ରେଟ୍ ବ୍ରିଟେନ- 310
ଗ୍ରୀସ୍- 76
ଗ୍ରେନାଡା- 3
ଗୁଆମ୍- 5
ଗୋଟେମାଲା - 11
ଗିନି- 18
ଗିନି -ବିସାଉ- 2
ଗୁଆନା -1
ହାଇତି- 2
ହଂକଂ- 34
ହୋଣ୍ଡୁରାସ- 2
ହଙ୍ଗେରୀ- 154
ଆଇସଲ୍ୟାଣ୍ଡ- 3
ଭାରତ- 100
ଇଣ୍ଡୋନେସିଆ - 26
ଇରାନ- 37
ଇରାକ- 19
ଆୟର୍ଲାଣ୍ଡ- 118
ଇସ୍ରାଏଲ- 86
ଇଟାଲୀ- 335
ଆଇଭୋରୀ କୋଷ୍ଟ- 9
ଜାମାଇକା- 38
ଜାପାନ- 367
ଜୋର୍ଡାନ- 10
କାଜାକସ୍ତାନ- 66
କେନିଆ- 66
କିରିବାଟି- 1
କୋସୋଭୋ- 6
କୁଏତ- 5
କିର୍ଗିଜସ୍ଥାନ- 13
ଲାଓସ - 1
ଲାଟଭିଆ- 18
ଲେବାନନ- 5
ଲେସୋଥୋ- 3
ଲାଇବେରିଆ- 6
ଲିବିୟା- 3
ଲିଙ୍କଟେଷ୍ଟିନ- 1
ଲିଥୁଆନିଆ- 42
ଲକ୍ସମବର୍ଗ- 11
ମାଡାଗାସ୍କର-2
ମାଲେସିଆ- 22
ମାଲଦ୍ୱୀପ- 2
ମାଲି-19
ମାଲ୍ଟା- 2
ମାର୍ଶଲ ଦ୍ୱୀପପୁଞ୍ଜ- 1
ମରିସସ୍ - 8
ମେକ୍ସିକୋ- 96
ମଲଡୋଭା- 16
ମୋନାକୋ- 3
ମୋଙ୍ଗୋଲିଆ- 19
ମୋଣ୍ଟେନେଗ୍ରୋ- 15
ମୋରୋକୋ- 55
ମୋଜାମ୍ବିକ- 4
ମିଆଁମାର- 1
ନାମିବିଆ- 4
ନେପାଳ- 4
ନେଦରଲ୍ୟାଣ୍ଡ- 232
ନ୍ୟୁଜିଲ୍ୟାଣ୍ଡ- 184
ନିକାରାଗୁଆ- 3
ନାଇଜର- 3
ନାଇଜେରିଆ- 76
ଉତ୍ତର କୋରିଆ- 14
ଉତ୍ତର ମାକେଡୋନିଆ- 3
ନରୱେ- 94
ଓମାନ- 1
ପାକିସ୍ଥାନ- 4
ପାଲେଷ୍ଟାଇନ- 3
ପାନାମା- 4
ପାପୁଆ ନ୍ୟୁ ଗିନି- 3
ପାରାଗୁଏ- 28
ପେରୁ- 22
ଫିଲିପାଇନ୍ସ- 18
ପୋଲାଣ୍ଡ- 183
ପର୍ତ୍ତୁଗାଲ- 53
ପୁଏର୍ତୋ ରିକୋ- 27
କାତାର- 10
କଙ୍ଗୋ- 3
ରୋମାନିଆ- 100
ରୁୱାଣ୍ଡା- 6
ସେଣ୍ଟ ଲୁସିଆ- 3
ସେଣ୍ଟ ଭିନ୍ସେଣ୍ଟ ଆଣ୍ଡ ଗ୍ରେନାଡାଇନ୍ସ- 1
ସାମୋଆ- 21
ସାନ ମାରିନୋ- 2
ସାଉଦି ଆରବ- 5
ସେନେଗାଲ- 6
ସର୍ବିଆ- 109
ସିଙ୍ଗାପୁର - 22
ସ୍ଲୋଭାକିଆ- 22
ସ୍ଲୋଭେନିଆ- 77
ଦକ୍ଷିଣ ଆଫ୍ରିକା- 136
ଦକ୍ଷିଣ କୋରିଆ- 123
ଦକ୍ଷିଣ ସୁଦାନ- 12
ସ୍ପେନ୍- 347
ଶ୍ରୀଲଙ୍କା- 1
ସୁଦାନ- 1
ସୁରିନାମ- 3
ସ୍ୱିଡେନ- 96
ସ୍ୱିଜରଲ୍ୟାଣ୍ଡ- 100
ସିରିଆ- 3
ଚାଇନିଜ ତାଇପେଇ- 47
ତାଜାକିସ୍ତାନ- 5
ତାଞ୍ଜାନିଆ- 4
ଥାଇଲ୍ୟାଣ୍ଡ- 44
ଟୋଗୋ- 2
ଟୋଙ୍ଗା- 1
ତ୍ରିନିଦାଦ ଏବଂ ଟୋବାଗୋ- 13
ଟ୍ୟୁନିସିଆ- 24
ତୁର୍କୀ - 87
ତୁର୍କମେନିସ୍ତାନ- 1
ଉଗାଣ୍ଡା- 18
ୟୁକ୍ରେନ- 123
ସଂଯୁକ୍ତ ଆରବ ଏମିରେଟ୍ସ- 4
ଆମେରିକା- 588
ଉରୁଗୁଏ- 20
ଉଜବେକିସ୍ତାନ- 70
ଭାନୁଆଟୁ- 2
ଭେନେଜୁଏଲା- 27
ଭିଏତନାମ- 12
ଭର୍ଜିନ ଦ୍ୱୀପପୁଞ୍ଜ- 3
ୟେମେନ- 1
ଜାମ୍ବିଆ- 21
ଜିମ୍ବାୱେ- 5

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+