Vinesh Phogat: ୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂ ସେମିରେ ଭିନେଶ ଫୋଗାଟଙ୍କ ବଦଳରେ ଗୁଜମାନ ଲୋପେଜ
୫୦ କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ ରେସଲିଂ ସେମିଫାଇନାଲରେ ଭିନେଶ ଫୋଗାଟଙ୍କ ଠାରୁ ହାରିଥିବା କ୍ୟୁବାର ଗୁଜମାନ ଲୋପେଜ ଫାଇନାଲ ଖେଳିବେ । ବୁଧବାର ଦିନ ଓଜନ ହ୍ରାସ କରିବାରେ ଭିନେସ ଅସମର୍ଥ ହେବା ପରେ ସ୍ୱର୍ଣ୍ଣ ପଦକ ମ୍ୟାଚ ପାଇଁ ସେ ଫୋଗଟଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି ।

ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ମହିଳା ଭାରତୀୟ ରେସଲର ଭାବରେ ଭିନେଶ, ଗୁଜମାନ ଲୋପେଜଙ୍କୁ 5-0 ରେ ପରାସ୍ତ କରିଥିଲେ। ପ୍ରକାଶ ଥାଉକି, ତାଙ୍କ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଦିନ, ଭିନେସ ଓଜନ ସମୟରେ 100 ଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ କରାଯାଇଥିଲ।
Cuban wrestler Yusneylis Guzman Lopez, who lost to Vinesh Phogat in semifinals, replaces her in Olympic final of 50kg category
— Press Trust of India (@PTI_News) August 7, 2024
More From












Click it and Unblock the Notifications