Get Updates
Get notified of breaking news, exclusive insights, and must-see stories!

ଅନଲାଇନ୍ ଟିକେଟ ବିକ୍ରି, ବିକ୍ରି ହେଲା୨୦୦୦ ଟିକେଟ୍

ବାରବାଟୀ ଟିଟ୍ବେଣ୍ଟି ପାଇଁ ସରିଲା ଅନଲାଇନ୍ ଟିକେଟ ବିକ୍ରି । ଅପରାହଣ ୨ଟାରୁ ବୁକିଂ ଆରମ୍ଭ ହୋଇଥିଲା । District ବାଏ zomato app ଜରିଆରେ ଅନଲାଇନ୍ ଟିକେଟ ବିକ୍ରି ହୋଇଥିଲା । ଅନଲାଇନ୍ ରେ ୨୦୦୦ ଟିକେଟ୍ ବିକ୍ରି ହୋଇଛି । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ କିଣିପାଇଛନ୍ତି । ବାରବାଟୀ ମ୍ୟାଚ୍ ପାଇଁ ଟିକଟ ଦର ଅପରିବର୍ତ୍ତିତ ରହିଛି। କିନ୍ତୁ କମି ଯାଇଛି ସିଟ୍ ସଂଖ୍ୟା ।

Online ticket sales

ଗତ ଫେବ୍ରୁଆରୀ ମ୍ୟାଚରେ ୪୪ ହଜାର ୫୦୦ ସିଟିଂ କାପାସିଟି ଥିଲା । ଏଥର ୪୨ ହଜାର କରାଯାଇଛି। ଏହାସହ ୫୬୦ କମ୍ପ୍ଲିମେଣ୍ଟାରୀ ଟିକେଟ ହ୍ରାସ କରାଯିବ। ଗ୍ୟାଲେରୀ ନଂ-୧, ୩ ପାଇଁ ଟିକେଟ ଦର ୧୧୦୦ ଟଙ୍କା । ଗ୍ୟାଲେରୀ ନଂ-୨,୪ ପାଇଁ ଟିକେଟ ଦର ୯୦୦ ଟଙ୍କା ।

ଗ୍ୟାଲେରୀ ନଂ ୫- ୧୨୦୦ ଟଙ୍କା, ଗ୍ୟାଲେରୀ ନଂ ୭- ୭୦୦ ଟଙ୍କା । ସ୍ପେଶାଲ ଏନକ୍ଳୋଜର- ୬ ହଜାର । ଏସି ବକ୍ସ- ୮ ହଜାର ଟଙ୍କା । ନ୍ୟୁ ପାଭିଲିୟନ- ୧୦ ହଜାର, କର୍ପୋରେଟ ବକ୍ସ-୨୦ ହଜାର ଟଙ୍କା ରହିଛି । ଡିସେମ୍ବର ୫ରୁ ଅଫଲାଇନରେ ଟିକେଟ୍ ବିକ୍ରି କରାଯିବ । ଅଫଲାଇନରେ ୧୦ ହଜାର ଟିକେଟ ବିକ୍ରି ହେବ । ଡିସେମ୍ବର ୯ରେ କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T20 ମ୍ୟାଚ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+