Get Updates
Get notified of breaking news, exclusive insights, and must-see stories!

ଆଜିଠୁ କଳିଙ୍ଗରେ ମହିଳା ଫୁଟବଲ ଲିଗ୍

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ । ଓଡ଼ିଶା ଫୁଟବଲ ଆସୋସିଏସନ- ଫାଓ ଓ କ୍ରୀଡ଼ା ବିଭାଗ ଦ୍ଵାରା ମିଳିତ ଭାବେ ଆୟୋଜିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ ।

ଭୁବନେଶ୍ବର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଓଡିଶା ମହିଳା ଫୁଟବଲ ଲିଗ । ଓଡ଼ିଶା ଫୁଟବଲ ଆସୋସିଏସନ- ଫାଓ ଓ କ୍ରୀଡ଼ା ବିଭାଗ ଦ୍ଵାରା ମିଳିତ ଭାବେ ଆୟୋଜିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତା ଡିସେମ୍ବର ୨୧ ଯାଏ ଚାଲିବ । ପ୍ରତିଯୋଗିତାରେ ୩୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଓଡ଼ିଶାର ଶ୍ରେଷ୍ଠ ୬ ଟିମ ଅଂଶଗ୍ରହଣ କରିବେ ।

Kalinga Stadium

ଗତକାଲି କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା, ଫାଓର ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପସ୍ଥିତିରେ କଳିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଫୁଟବଲ ଲିଗ ଜର୍ସି ଲଞ୍ଚ୍ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+