Get Updates
Get notified of breaking news, exclusive insights, and must-see stories!

CSK ଶିବିରରେ OCA ଅଧିନାୟକ ଶୁଭ୍ରାଂଶୁ ସେନାପତି, ଖେଳିବେ କି ଆଇପିଏଲ ?

ଆଇପିଏଲରେ ସାମିଲ ହୋଇପାରନ୍ତି ଆଉ ଜଣେ ଓଡିଆ ଖେଳାଳି । ଓଡିଶା ଟିମର କ୍ୟାପଟେନ୍ ଥିବା ଶୁଭ୍ରାଂଶୁ ସେନାପତି ସିଏସକେ ଟିମର ସଦସ୍ୟ ହେବାର ସୁଯୋଗ ଆସିଛି ।

କଟକ: ଆଇପିଏଲରେ ସାମିଲ ହୋଇପାରନ୍ତି ଆଉ ଜଣେ ଓଡିଆ ଖେଳାଳି । ଓଡିଶା ଟିମର କ୍ୟାପଟେନ୍ ଥିବା ଶୁଭ୍ରାଂଶୁ ସେନାପତି ସିଏସକେ ଟିମର ସଦସ୍ୟ ହେବାର ସୁଯୋଗ ଆସିଛି । ଦଳ ତାଙ୍କୁ ଆଗାମୀ ଆଇପିଏଲ ପୂର୍ବରୁ ଟ୍ରାଏଲ ପାଇଁ ଡାକିଛି । ଏନେଇ ଓଡିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦିଆଯାଇଛି ।

Subhranshu Senapati

ଓସିଏ ପକ୍ଷରୁ କୁହାଯାଇଛି ଯେ, ବିଜୟ ହଜାରେ ଟ୍ରଫିରେ ଦଳର ନେତୃତ୍ୱ ନେଉଥିବା ଶ୍ରୁଭାଂଶୁ ସେନାପତିଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଡାକରା ମିଳିଛି । ବିଜୟ ହଜାରେ ଟ୍ରଫିରେ ତାଙ୍କର ଦମଦାର ପ୍ରଦର୍ଶନ ଫ୍ରାଞ୍ଚାଇଜକୁ ପସନ୍ଦ ଆସିଛି । ତେଣୁ ଆଗାମୀ ଆଇପିଏଲରେ ଆଉ ଜଣେ ଓଡିଆ ନଜର ଆସିପାରନ୍ତି ବୋଲି ଏବେ କୁହାଯାଉଛି ।

ସେହିପରି ବିଦର୍ଭ ବିପକ୍ଷରେ ମଧ୍ୟ ଅପରାଜିତ ୭୧ ରନ୍ କରି ସେ ଦଳକୁ ବିଜୟ ଦେଇଥିଲେ । ଖାଲି ସେତିକି ନୁହେଁ,ଆନ୍ଧ୍ର ବିପକ୍ଷରେ ସେ ଶତକ ଅର୍ଜନ କରିବା ସହ ସମସ୍ତଙ୍କ ନଜରକୁ ଆସିଥିଲେ । ଏହାପରେ ଏବେ ତାଙ୍କୁ ଟ୍ରାଏଲ ପାଇଁ ସିଏସକେ ଟିମ୍ ପକ୍ଷରୁ ଡକରା ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+