ଦୁଇ ଓଡ଼ିଆ ହକି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ପୁରଷ୍କାର ଦେବେ ରାଜ୍ୟ ସରକାର

ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ପୂର୍ବରୁ ୨ ଓଡ଼ିଆ ହକି ଖେଳାଳିଙ୍କୁ ପୁରସ୍କାର । ଭାରତୀୟ ଦଳର ୨ ଓଡ଼ିଆ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି । ଅମିତ ରୋହିଦାସ ଓ ନୀଲମ ସଂଜୀପ୍ ଖେସଙ୍କୁ ମିଳିବ ପୁରସ୍କାର ରାଶି । ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ଦେବାକୁ ମୁଖ

ଭୁବନେଶ୍ବର: ବିଶ୍ୱକପ୍ ମ୍ୟାଚ୍ ଆରମ୍ଭ ପୂର୍ବରୁ ୨ ଓଡ଼ିଆ ହକି ଖେଳାଳିଙ୍କୁ ପୁରସ୍କାର । ଭାରତୀୟ ଦଳର ୨ ଓଡ଼ିଆ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି । ଅମିତ ରୋହିଦାସ ଓ ନୀଲମ ସଂଜୀପ୍ ଖେସଙ୍କୁ ମିଳିବ ପୁରସ୍କାର ରାଶି । ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Odisha Government

ଭାରତୀୟ ହକି ଟିମରେ ସ୍ଥାନ ପାଇଛନ୍ତି ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସ। ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ରୋହିଦାସ ଭାରତୀୟ ହକି ଟିମରେ ଉପଅଧିନାୟକ ଅଛନ୍ତି । ମୋଟ୍ ୧୨୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଛନ୍ତି ରୋହିଦାସ । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି ।

ଆଜି ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଭାରତର ମୁକାବିଲା ସ୍ପେନ୍ ସହ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+