Get Updates
Get notified of breaking news, exclusive insights, and must-see stories!

ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ଝିଅ ଝିଲି

ରବିବାର ତାସକେଣ୍ଟରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପରେ ଓଡିଶାର ଆଥଲେଟ ଝିଲି ଦଳବେହେରା ସ୍ବର୍ଣ୍ଣ ପଦତ ଜିତିଛନ୍ତି । ସେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରିଛନ୍ତି ।

ତାସକେଣ୍ଟ: ରବିବାର ତାସକେଣ୍ଟରେ ଚାଲିଥିବା ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନସିପରେ ଓଡିଶାର ଆଥଲେଟ ଝିଲି ଦଳବେହେରା ସ୍ବର୍ଣ୍ଣ ପଦତ ଜିତିଛନ୍ତି । ସେ ୪୫ କିଲୋ କ୍ୟାଟେଗୋରୀରେ ମୋଟ ୧୫୭ କେଜି ଭାରୋତ୍ତୋଳନ କରିଛନ୍ତି ।

Jhilli Dalabehera

ଓଡ଼ିଶାରୁ ୨ ଜଣ ମହିଳା ଭାରୋତ୍ତୋଳନକାରୀ ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ଏସିଆନ ଓ୍ୱେଟଲିପ୍ଟିଂ ଚାମ୍ପିୟନସିପରେ ଅଂଶଗ୍ରହଣ କରିଥିଲେ। ଭାରୋତ୍ତଳନକାରୀ ଝିଲି ଦଳବେହେରା ଓ ସ୍ନେହା ସୋରେନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ସ୍ୱର୍ଣ୍ଣ ବିଜୟିନୀ ଝିଲି ଦଳବେହେରା ବର୍ତ୍ତମାନ ଭାରତୀୟ ରେଳପଥରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଝିଲି ଜୁନିୟର ୱାର୍ଲଡ ଚାମ୍ପିୟେସିପରେ ବ୍ରୋଞ୍ଜ ପଦକ ପାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+