ଓଡିଶାର ସୁଶୀଲ କୁମାର ବିସିସିଆଇ ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ

ଭୁବନେଶ୍ୱର: ୧୯ ବର୍ଷରୁ କମ୍ ବିସିସିଆଇ ଚ୍ୟାଲେଞ୍ଜର ଟ୍ରଫି ପାଇଁ ଓଡିଶାର ଉଦୀୟମାନ କ୍ରିକେଟର ସୁଶୀଲ କୁମାର ବାରିକ ମନୋନୀତ ହୋଇଛନ୍ତି । ଭିନୁ ମଙ୍କଡ ଟ୍ରଫିରେ ଅଲରାଉଣ୍ଡର ସୁଶୀଲ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏଲିଟ ଗ୍ରୁପରେ ଓଡିଶା ୨ ବିଜୟ ଓ ୨ ପରାଜୟ ସହ ତୃତୀୟ ସ୍ଥାନରେ ରହିଥିଲା।

Sushil Kumar barik

ଓଡିଶା କ୍ରିକେଟ ଆସୋସିଏଶନରୁ ମିଳିଥିବା ରିପୋର୍ଟ ଅନୁସାରେ ସୁଶୀଲଙ୍କୁ ଚ୍ୟାଲେଞ୍ଜର ଟ୍ରଫିରେ ଟିମ ଏଫରେ ସ୍ଥାନ ମିଳିଛି । ଅହମ୍ମଦାବାଦରେ ନଭେମ୍ବର ୩ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ବିସିସିଆଇ ବାୟୋ ବବଲ କୋଭିଡ-୧୯ ପ୍ରୋଟୋକୋଲ ଅନୁସାରେ ସୁଶୀଲ କ୍ୱାରେଂଟାଇନରେ ରହିବେ । ସେ ଚଳିତ ଅକ୍ଟୋବର ୨୫ରେ ଦଳ ସହିତ ଯୋଗ ଦେବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+