Get Updates
Get notified of breaking news, exclusive insights, and must-see stories!

ଚେନ୍ନାଇ ସୁପର କିଙ୍ଗ୍ସରେ ଓଡିଆ ପୁଅ ଶୁଭ୍ରାଂଶୁ ସେନାପତି

ବେଙ୍ଗଳୁରୁ: ଆଇପିଏଲ 2022ର ମେଗା ନିଲାମ ପ୍ରକ୍ରିୟାରେ ଯୋଡି ହୋଇଛି ଓଡିଆ କ୍ରିକେଟ ଖେଳାଳିଙ୍କ ନାମ । ଆଇପିଏଲ ଖେଳିବେ ଓଡ଼ିଆ ପୁଅ । ବେଙ୍ଗଳୁରୁରେ ଚାଲିଥିବା ଆଇପିଏଲ୍ ନିଲାମିର ଦ୍ୱିତୀୟ ଦିନରେ ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ । ନିଲାମରେ ଶୁଭ୍ରାଂଶୁଙ୍କ ବେସ ପ୍ରାଇସ ଥିଲା 20 ଲକ୍ଷ ଟଙ୍କା । ଏହି ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର୍ କିଙ୍ଗ୍ସ ।

subhransu

ଶୁଭ୍ରାଂଶୁ ଏବେ ଓଡ଼ିଶା ରଣଜୀ ଟିମର ଅଧିନାୟକ ଅଛନ୍ତି । ବିଜୟ ହଜାରେ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିରେ ଶୁଭାଂଶୁଙ୍କ ଭଲ ପ୍ରଦର୍ଶନ ପରେ ଚେନ୍ନାଇ ଟିମ୍ ଟ୍ରାଏଲ୍ ପାଇଁ ଡାକିଥିଲା । ଆଇପିଏଲ୍ ୨୦୦୮ ସଂସ୍କରଣରେ ପ୍ରଥମ ଓଡ଼ିଆ ଖେଳାଳି ଭାବେ ହଳଧର ଦାସଙ୍କୁ କିଣିଥିଲା ଡେକ୍କାନ ଚାର୍ଜର୍ସ । ତାପରେ ବିପ୍ଲବ ସାମନ୍ତରାୟ ଡେକ୍କାନ ଚାର୍ଜର୍ସରେ ସାମିଲ୍ ହୋଇଥିଲେ । ସିଏସକେର ଅଧିନାୟକ ଧୋନିଙ୍କ ଟିମରେ ଆଇପିଏଲ୍ ଖେଳିବେ ଶୁଭ୍ରାଂଶୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+