ଇନ୍‌ଷ୍ଟାଗ୍ରାମ୍‌ରେ ଭାବପୂର୍ଣ୍ଣ ପୋଷ୍ଟ କରି ଅବସର ଘୋଷଣା କଲେ ନିକୋଲସ୍‌ ପୁରନ୍‌

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଧୂଆଁଧାର ବ୍ୟାଟ୍ସମ୍ୟାନ ନିକୋଲାସ ପୂରନ। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ମାତ୍ର ୨୯ ବର୍ଷ ବୟସରେ ପୂରନ ଅବସର ଘୋଷଣା କରି କ୍ରିକେଟ ଜଗତକୁ ଚକ୍କିତ କରିଛନ୍ତି। ଆଉ ୮ ମାସ ପରେ ଟି-୨୦ ବିଶ୍ଵକପ ଅନୁଷ୍ଠିତ ହେବାକୁ ଥିବାବେଳେ ପୂରନଙ୍କ ଏହି ନିଷ୍ପତ୍ତି ଦଳକୁ ଚିନ୍ତାରେ ପକାଇଛି।

Nicholas Pooran

'ଏହି ନିଷ୍ପତ୍ତି ଅତ୍ୟନ୍ତ କଠିନ ଥିଲା। ଅନେକ ଚିନ୍ତା କରିବା ପରେ ସେ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ' ବୋଲି ପୂରନ କହିଛନ୍ତି। ପୂରନ ୨୦୧୬ରେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପୂରନ ୬୧ଟି ଦିନିକିଆ ଏବଂ ୧୦୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଦିନିକିଆରେ ସେ ୧୯୮୩ ରନ କରିଥିବାବେଳେ ଟି-୨୦ରେ ୨୨୭୫ ରନ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+