ଆଇପିଏଲରେ ମୁମ୍ବାଇର ରେକର୍ଡ ଭଙ୍ଗା ଦ୍ୱିତୀୟ ବିଜୟ

ରେକର୍ଡ ସୃଷ୍ଟି ଦିଗରେ ରୟାଲ ଚାଲେଞ୍ଜର । ହୋମ ଗ୍ରାଉଣ୍ଡରେ ମୁମ୍ବାଇର ଲଗାତାର ଦ୍ୱିତୀୟ ବିଜୟ । ହାଇଭୋଲଟେଜ ମ୍ୟାଚ୍ରେ ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆରମ୍ଭରୁ ହାଟ୍ରିକ୍ ପରାଜୟ ପରେ ଏବେ ନିଜ ୱାଙ୍ଖଡେରେ ଦୁଇଟି ମ୍ୟାଚ୍ ଜିତି ଲୟକୁ ଫେରିଛି ଟିମ୍ ।

Sports

ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୧୯୬ ରନ କରିଥିଲା ଆରସିବି । ଡୁପ୍ଲେସିସ୍, ରଜତ ପଟିଦାର ଓ କାର୍ତିକଙ୍କ ଅର୍ଦ୍ଧଶତକ ବଳରେ ବଡ଼ ସ୍କୋର କରିଥିଲା ଦଳ । କିନ୍ତୁ ଚମକ୍ରାର ବ୍ୟାଟିଂ କରି ୭ ୱିକେଟରେ ବାଙ୍ଗାଲୋରକୁ ପରାସ୍ତ କରିଛି ମୁମ୍ବାଇ । ଇସାନ କିଷାନ ୬୯ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୫୨ ରନ ସଂଗ୍ରହ କରିଥିଲେ ।

ସେହିପରି ରୋହିତ ଶର୍ମା ୨୪ ବଲରୁ ୩୮ ରନ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୬ ବଲରେ ୨୧ ରନ କରି ଦଳକୁ ଜିତାଇଛନ୍ତି । ମୁମ୍ବାଇ ପକ୍ଷରୁ ବୁମରାଙ୍କ ଚମକ୍ରାର ବୋଲିଂ ଦେଖିବାକୁ ମିଳିଛି । ୪ ଓଭରରେ ମାତ୍ର ୨୧ ରନ ଦେଇ ୫ଟି ୱିକେଟ ହାସଲ କରିବା ସହ ପ୍ଲେୟାର ଅଫ ଦ ମ୍ୟାଚ୍ ହୋଇଛନ୍ତି ବୁମରା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+