IPL 2023: ୨୫୦ ତମ ମ୍ୟାଚ ଖେଳୁଛନ୍ତି ଧୋନୀ

IPL 2023: ୨୫୦ ତମ ମ୍ୟାଚ ଖେଳୁଛନ୍ତି ଧୋନୀ। ଯାହାକି ଆଇପିଏଲରେ ସର୍ବାଧିକ ମ୍ୟାଚ୍। ଏହା ସହ ସର୍ବାଧିକ ୧୧ ଥର ଆଇପିଏଲ ଫାଇନାଲ ଖେଳୁଛନ୍ତି। ଧୋନିଙ୍କୁ ଛାଡି ରୋହିତ ଶର୍ମା ୨୪୩, ଦୀନେଶ କାର୍ତ୍ତିକ ୨୪୨ , ବିରାଟ କୋହଲି ୨୩୭ ଓ ରବିନ୍ଦ୍ର ଜାଡେଜା ୨୨୬ ଟି ମ୍ୟାଚ୍ ଖେଳିଛନ୍ତି। ଏହା ସହ ଗିଲଙ୍କୁ ଷ୍ଟମ୍ପ କରି ଧୋନୀ ୱିକେଟ ପଛରେ ୩୦୦ଟି ଶିକାର କରିଛନ୍ତି।

ସୁରେଶ ରାଇନା ଏବଂ ବଦ୍ରିନାଥ ୨୦୧୧ ରେ ପ୍ରଥମ ଥର ପାଇଁ 50ଟି ଆଇପିଏଲ୍ ମ୍ୟାଚ୍ ଖେଳୁଛନ୍ତି। ସେହିପରି 2014ରେ ରାଇନା ପ୍ରଥମ ବ୍ୟାଟର ଭାବେ 100 ଆଇପିଏଲ୍ ମ୍ୟାଚ୍ ଓ ୨୦୧୭ରେ ୧୫୦ ଟି ମ୍ୟାଚ୍ ଖେଳିଛନ୍ତି। ୨୦୨୦ ରେ ଧୋନୀ ପ୍ରଥମ ଖେଳାଳୀ ଭାବେ 200 ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବା ବେଳେ ସେ ଆଜି ପ୍ରଥମ ଖେଳାଳୀ ଭାବେ ଆଇପିଏଲରେ ୨୫୦ ଟି ମ୍ୟାଚ ଖେଳିଛନ୍ତି ।

MS Dhoni

ଚେନ୍ନାଇ ୧୦ ଥର ଆଇପିଏଲ ଫାଇନାଲ ଖେଳୁଥିବା ବେଳେ ଗୁଜୁରାଟ ୨ ଥର ଫାଇନାଲ ଖେଳୁଛି। ଚେନ୍ନାଇ ୪ଟି ଟ୍ରଫି ଜିତିଥିବା ବେଳେ ଗୁଜୁରାଟ ଗୋଟେ ଟ୍ରଫି ଜିତିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+