ଆଉ ଏକ ଆଇପିଏଲ୍ ଖେଳିବେ କି ଧୋନୀ ! ଏପରି ଉତ୍ତର ରଖିଲେ କ୍ୟାପଟେନ୍ କୁଲ୍
IPL 2023 Final: ଆଜ୍ଞା ହଁ... ଆଉ ଏକ ଆଇପିଏଲ୍ ମ୍ୟାଚ୍ ଖେଳିବେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନୀ । ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସର ରୋମାଞ୍ଚକ ବିଜୟ ପରେ ଅବସର ନେବା ପ୍ରଶ୍ନର ଉତ୍ତରରେ ଧୋନୀ କହିଥିଲେ ଯେ, ସେ ଏବେ ଅବସର ନେବେନାହିଁ ।
ନିଜ ଫ୍ୟାନ୍ସଙ୍କ ଉତ୍ସାହକୁ ନଜରରେ ରଖି ସେ ଖାସ କରି ପ୍ରଶଂସକଙ୍କ ପାଇଁ ଆସନ୍ତା ଆପିଏଲ୍ ସିଜିନ ଖେଳିବେ । ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକମାନେ ଯେଉଁ ଉତ୍ସାହ ଦେଖାଇଛନ୍ତି ସେମାନଙ୍କୁ ଆସନ୍ତା ବର୍ଷ ଆଇପିଏଲ ଖେଳି ଉପହାର ଦେବାର ନିଷ୍ପତ୍ତି ନେଇଛନ୍ତି ମାହି ।

କ୍ୟାପେଟନ୍ କୁଲ୍ କହିଛନ୍ତି, ବର୍ତ୍ତମାନ ଅବସର ନେବାର ସଠିକ୍ ସମୟ । ହେଲେ ଫ୍ୟାନ୍ସଙ୍କ ଖୁସି ପାଇଁ ସେ ଆଉ ଏକ ମ୍ୟାଚ୍ ଖେଳିବେ । ହେଲେ ଆସନ୍ତା ୯ ମାସ ତାଙ୍କୁ ଖୁବ ପରିଶ୍ରମ କରିବା ପାଇଁ ପଡିବ ଏବଂ ଫର୍ମକୁ ଫେରିବା ପାଇଁ ପଡିବ । ଆଉ ଏକ ସିଜିନ୍ ଖେଳିବା ଖୁବ କଷ୍ଟକର ବୋଲି ଧୋନୀ କହିଛନ୍ତି ।
More From
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications