ବିସିସିଆଇ ନୂଆ ଅଧ୍ୟକ୍ଷ ହେଲେ ମିଥୁନ ମନହାସ
ଆଜି ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଭାରତୀୟ କ୍ରିକେଟ ବୋର୍ଡ ବା ବସିସିଆଇର ନୂଆ ଅଧ୍ୟକ୍ଷ ଭାବେ ମିଥୁନ ମନହାସ ଦାୟିତ୍ୱ ନେଇଛନ୍ତି । ଆଜି ତାଙ୍କୁ ଏହି ଦାୟିତ୍ୱ ବିସିସିଆଇର ବାର୍ଷିକ ବୈଠକରେ ପ୍ରଦାନ କରାଯିବ ।

ଜାମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ସଦସ୍ୟ ଥିବା ପୂର୍ବ କ୍ରିକେଟର ମିଥୁନ ମନହାସ ଅବାଧରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ତାଙ୍କ ପରେ ରଜର ବିନ୍ନିଙ୍କ ପରେ ମିଥୁନ ମନହାସ ଆଜି ଦାୟିତ୍ୱ ନେବେ ।
ମିଥୁନ ମନହାସଙ୍କୁ ବିସିସିଆଇର ଅଧ୍ୟକ୍ଷ ଭାବେ ଚୟନ କରାଯିବା ପରେ କାଶ୍ମୀରବାସୀଙ୍କ ଭିତରେ ଉତ୍ସାହ ବଢ଼ିଛି । ମନହାସ ତାଙ୍କ କ୍ରିକେଟ ଜୀବନରେ ଅନେକ ରେକର୍ଡ କରିଛନ୍ତି । ତାଙ୍କ ଦୂରଦର୍ଶୀ ନେତୃତ୍ୱରେ ଜାମୁକାଶ୍ମୀର କ୍ରିକେଟ ଶୀଖର ଛୁଇଁଛି । ଜାମ୍ମୁ-କାଶ୍ମୀରର ଅନେକ ଖେଳିଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଛନ୍ତି ।
More From
-
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଟ୍ରଫି ହାତେଇଲା ଟିମ ଇଣ୍ଡିଆ : ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ -
ୱେଲ୍ ଡନ୍ ଟିମ୍ ଇଣ୍ଡିଆ କହି ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଜଣାଇଲେ ମୋଦୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ











Click it and Unblock the Notifications