IPL 2021, MI vs SRH: ହାଇଦ୍ରାବାଦର ହ୍ୟାଟ୍ରିକ ହାର

ଆଇପିଏଲ 2021ର 9 ମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ 13 ରନରେ ପରାସ୍ତ କରିଛି । ଏଥି ସହିତ ହାଇଦ୍ରାବାଦ ପରାଜୟର ହ୍ୟାଟ୍ରିକ୍ କରିଛି।

ଚେନ୍ନାଇ: ଆଇପିଏଲ 2021ର 9ମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ 13 ରନରେ ପରାସ୍ତ କରିଛି। ଏହା ହେଉଛି ମୁମ୍ବାଇର କ୍ରମାଗତ ଦ୍ୱିତୀୟ ବିଜୟ। ଏଥି ସହିତ ହାଇଦ୍ରାବାଦ ପରାଜୟର ହ୍ୟାଟ୍ରିକ୍ କରିଛି ।

SRH

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ସମ୍ମୁଖରେ ମୁମ୍ବାଇ 151 ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, କିନ୍ତୁ ହାଇଦ୍ରାବାଦ 19.4 ଓଭରରେ ମାତ୍ର 137 ରନ୍‌ କରି ପାରିଥିଲା।

ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ। ବେୟାରଷ୍ଟୋ ପରେ କେବଳ ୱାର୍ଣ୍ଣର 36 ରନ୍ ସହ ସର୍ବାଧିକ ସ୍କୋରର ହୋଇଥିଲେ। ତେବେ ସେ ଦ୍ୱାଦଶ ଓଭରରେ ଆଉଟ୍ ହୋଇଥିଲେ। ତାଙ୍କ ପରେ ବିରାଟ ସିଂ (11) ଏବଂ ବିଜୟ ଶଙ୍କର (28) ରନରେ ପାଭିଲିଅନ ଫେରିଥିଲେ ।

ଆହୁରି ମଧ୍ୟ, କେହି ଦୁଇ ଅଙ୍କ ବିଶିଷ୍ଟ ମାର୍କ ଅତିକ୍ରମ କରିବାକୁ ସକ୍ଷମ ହେଲେ ନାହିଁ । ମୁମ୍ବାଇ ପାଇଁ ଟ୍ରେଣ୍ଟ ବୋଲ୍ଟ ଏବଂ ରାହୁଲ ଚହର ସର୍ବାଧିକ 3 ୱିକେଟ୍ ନେଇଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+