MI vs DC: ମୁମ୍ବାଇ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲସ୍
ମୁମ୍ବାଇ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲସ୍। ଆଜି, ଆଇପିଏଲ୍ 2024 ର 20 ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲସକୁ ଭେଟିଛି । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ଏପର୍ଯ୍ୟନ୍ତ ଯାତ୍ରା ମୁମ୍ବାଇ ଏବଂ ଦିଲ୍ଲୀ ପାଇଁ ବିଶେଷ କିଛି ହୋଇନାହିଁ । ଏମଆଇ ଦଳ ଏହାର ତିନୋଟି ମ୍ୟାଚ୍ ହାରିଥିବା ବେଳେ ଦିଲ୍ଲୀ ଚାରିଟି ମଧ୍ୟରୁ ତିନିଟିରେ ପରାଜୟର ସମ୍ମୁଖୀନ ହୋଇଛି ।

MI vs DC: ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲସ୍
ଆଇପିଏଲ୍ 2024 ର 20 ନମ୍ବର ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲସ୍ (ଡିସି) କୁ ଭେଟିବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଏମଆଇ ଚଳିତ ସିଜନରେ ଗୋଟିଏ ବି ମ୍ୟାଚ୍ ଜିତି ନାହିଁ, କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଭାବରେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବ । ଅନ୍ୟପକ୍ଷରେ ଡିସି ମଧ୍ୟ ସଂଘର୍ଷ କରି କେବଳ ଗୋଟିଏ ମ୍ୟାଚ୍ ଜିତିଛନ୍ତି। ସେମାନେ କେକେଆର ବିପକ୍ଷରେ 106 ରନର ଅପମାନଜନକ ପରାଜୟର ସମ୍ମୁଖୀନ ହୋଇଥିଲେ ।
ଦିଲ୍ଲୀ କ୍ୟାପିଟାଲସ୍ (ଚୁଡାନ୍ତ ଏକାଦଶ ): ଡେଭିଡ ୱାର୍ଣ୍ଣର, ପୃଥ୍ବୀ ଶ, ଅଭିଷେକ ପୋରେଲ, ରିଷଭ ପନ୍ତ (ୱିକେଟ କିପର /ଅଧିନାୟକ), ତ୍ରିଷ୍ଟାନ ଷ୍ଟବ୍ସ, ଆକ୍ସାର ପଟେଲ, ଲଲିତ ଯାଦବ, ଜାଇ ରିଚାର୍ଡସନ, ଅନ୍ରିଚ ନର୍ଟେଜେ, ଇଶାନ୍ତ ଶର୍ମା, ଖାଲିଲ ଅହମ୍ମଦ
ମୁମ୍ବାଇ ଇଣ୍ଡିଆନ୍ସ (ଚୁଡାନ୍ତ ଏକାଦଶ ): ରୋହିତ ଶର୍ମା, ଇଶାନ କିଶନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଟିମ ଡେଭିଡ, ମହମ୍ମଦୱିକେଟ କିପର ନବୀ, ରୋମାରିଓ ଶେଖର, ପୀୟୁଷ ଚାୱଲା, ଜେରାଲ୍ଡ କୋଏଟଜୀ, ଜସପ୍ରିତ ବୁମ୍ରା।
-
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଏମ୍ଏସ୍ ଧୋନିଙ୍କ ନାଁରେ ଥିବା କ୍ରିକେଟ ଷ୍ଟାଡିୟମ ସିଲ୍ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ












Click it and Unblock the Notifications