Get Updates
Get notified of breaking news, exclusive insights, and must-see stories!

ଟସ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି, ଖେଳୁ ନାହାନ୍ତି ରୋହିତ ଶର୍ମା

ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନି।

ଦୁବାଇ: ଆରମ୍ଭ ହେଲା ଆଇପିଏଲ 2021ର ଦ୍ବିତୀୟ ପର୍ଯ୍ୟାୟ । ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟୁଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନି।

MI vs CSK

ସେପଟେ ମୁମ୍ବାଇ ଦଳରେ ଆଜି ନାହାନ୍ତି ଅଧିନାୟକ ରୋହିତ ଶର୍ମା । ତାଙ୍କ ସ୍ଥାନରେ ଆଜି ଔପଚାରିକ ଅଧିନାୟକ ଭାର ତୁଲାଉଛନ୍ତି କିରଣ ପୋଲାର୍ଡ । ସେହିପରି ମୁମ୍ବାଇ ପାଇଁ ଆଜି ମ୍ୟାଚରେ ଖେଳୁ ନାହାନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇ ପାଇଁ ଡେବ୍ୟୁ କରିଛନ୍ତି ଅନମୋଲପ୍ରୀତ ସିଂ ।

  • ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: କ୍ୱିଣ୍ଟନ୍ ଡି କକ୍, ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ, ଅନମୋଲପ୍ରୀତ ସିଂ, କିରନ୍ ପୋଲାର୍ଡ (ଅଧିନାୟକ), ସୌରଭ ତିୱାରୀ, କ୍ରୁନାଲ ପାଣ୍ଡ୍ୟା, ଆଦାମ ମିଲନ, ରାହୁଲ ଚହର, ଜସପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।
  • ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଫାଫ୍ ଡୁ ପ୍ଲେସିସ୍, ଋତୁରାଜ ଗାଇକୱାଡ, ମୋଇନ୍ ଅଲ୍ଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ଏମଏସ ଧୋନି, ରବିନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଜୋଶ ହାଜଲେଉଡ୍ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+