ପାକିସ୍ତାନ ହମଲା ମଧ୍ୟରେ ପଞ୍ଜାବ-ଦିଲ୍ଲୀ ଆପିଏଲ୍ ମ୍ୟାଚ୍ ରଦ୍ଦ, ଦର୍ଶକଙ୍କୁ ଷ୍ଟାଡିୟମ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ
ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗସ (ପିବିକେଏସ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ର ମୁତାବିଲା ଭାରତ-ପାକିସ୍ତାନ ଉତ୍ତେଜନା କାରଣରୁ ରଦ୍ଦ କରି ଦିଆଯାଇଛି। ଉଭୟ ଟିମ୍ ମଧ୍ୟରେ ଏହି ମୁକାବିଲ ୮ ମେ (ବୁଧବାର) ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଥିଲା ।

ଏହି ମୁକାବିଲରେ ପଞ୍ଜାବ କିଙ୍ଗସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଥିଲା , ହେଲେ ୧୦.୧ ଓଭରର ଖେଳ ପରେ ମ୍ୟାଚକୁ ରଦ୍ଦ କରି ଦିଆଯାଇଛି।












Click it and Unblock the Notifications