Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଷ୍ଟାଡିୟମରେ କମିଲା ସିଟ୍ ସଂଖ୍ୟା

ବାରବାଟୀ ଷ୍ଟାଡିୟମରେ କମିଲା ସିଟ୍ ସଂଖ୍ୟା । ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା ଅଢ଼େଇ ହଜାର ସିଟ୍ କମାଇଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୧୯ ଇଞ୍ଚରୁ ୨୨ ଇଞ୍ଚକୁ ବୃଦ୍ଧି କରାଗଲା ସିଟ ଗୁଡ଼ିକର ଚଉଡା। କମିଶନରେଟ ପୋଲିସର ପରାମର୍ଶ ପରେ ସିଟ କମାଇଲା ଓସିଏ । ଷ୍ଟାଡିୟମ୍ ପୁରୁଣା ହୋଇ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ୍ ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା କମାଇବା ପାଇଁ କହିଥିଲେ କମିଶନରେଟ ପୋଲିସ ।

Barabati Stadium

କମିଥିବା ସିଟ ସଂଖ୍ୟାକୁ ଗ୍ରାଉଣ୍ଡ ପାଖରେ ଆଡଜଷ୍ଟ କରିବା ପାଇଁ ଚିନ୍ତା କରୁଛି ଓସିଏ । ଏ ନେଇ ଏପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ । ବାରବାଟି ଷ୍ଟାଡିୟମରେ ଦର୍ଶକ କ୍ଷମତା ୪୪ ହଜାର ରହିଛି । ପ୍ରଥମ ଥର ପାଇଁ ଗ୍ୟାଲେରୀ ଗୁଡ଼ିକରେ ପାଥ ୱେ ବା କରିଡ଼ର ବ୍ୟବସ୍ଥା କରୁଛି ଓସିଏ । ଯାହା ଫଳରେ ଦର୍ଶକମାନେ ସୁବିଧାରେ ପଶିବେ ଏବଂ ବାହାରି ପାରିବେ । ଜରୁରୀକାଳୀନ ପରିସ୍ଥିତି ବେଳେ ସହାୟକ ହେବ ଏହି ବ୍ୟବସ୍ଥା । ଆସନ୍ତା ଡିସେମ୍ବର ୯ ତାରିଖରେ ଦକ୍ଷିଣ ଆଫ୍ରିକା - ଭାରତ T-20 ମ୍ୟାଚ୍ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+