KKR vs SRH: ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ୍

ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ହାଇଦ୍ରବାଦ ଦଳ । ଚେନ୍ନାଇ ସ୍ଥିତ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।

KKR vs SRH Toss Report: ଆଜି ସଣ୍ଡେ ସୁପରଫାଇଟରେ ଖେଳାଯାଉଛି ଆଇପିଏଲର 3ୟ ମ୍ୟାଚ । କୋଲକାତା ନାଇଟ୍ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ଦଳ ମଧ୍ୟରେ ଖେଳାଯାଉଛି ଏହି ମ୍ୟାଚ । ତେବେ ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛି ହାଇଦ୍ରବାଦ ଦଳ । ଚେନ୍ନାଇ ସ୍ଥିତ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ ।

KKR vs SRH
  • କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ନିତୀଶ ରାଣା, ଇଓନ ମୋର୍ଗାନ (ଅଧିନାୟକ), ଦିନେଶ କାର୍ତ୍ତିକ (ୱିକେଟକିପର), ଆନ୍ଦ୍ରେ ରସେଲ, ଶାକିବ ଅଲ ହାସନ, ପ୍ୟାଟ କମିନ୍ସ, ହରଭଜନ ସିଂ, ପ୍ରସାଦ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ ।
  • ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ, ରିଦ୍ଧିମାନ ସାହା (ୱିକେଟକିପର), ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅବଦୁଲ ସମାଦ, ମହମ୍ମଦ ନବୀ, ରସିଦ ଖାନ, ଭୁବନେଶ୍ୱର କୁମାର, ଟି ନଟରାଜନ୍, ସନ୍ଦୀପ ଶର୍ମା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+