Get Updates
Get notified of breaking news, exclusive insights, and must-see stories!

T20 ବିଶ୍ବକପ୍ ଫାଇନାଲ୍ : କ୍ରିକେଟ ସହିତ ରକ୍ ସଙ୍ଗ ମଜା ନେବେ ଦର୍ଶକ

ଆସନ୍ତାକାଲି T20 ବିଶ୍ବକପ୍ ଫାଇନାଲ୍ । କ୍ରିକେଟ ସହିତ ରକ୍ ସଙ୍ଗ ମଜା ନେବେ ଦର୍ଶକ ।

ନୂଆଦିଲ୍ଲୀ: ଟି -20 ବିଶ୍ବକପରେ କ୍ରିକେଟ ସହିତ ଦର୍ଶକ ଦେଖିବେ ରକ୍ ସଙ୍ଗର ମଜା । ମେଲବୋର୍ଣ୍ଣ କ୍ରିକେଟ ଷ୍ଟାଡିୟମରେ 13 ବର୍ଷୀୟା ଗାୟିକାଙ୍କ ଗୀତରେ ଝୁମିବେ ଦର୍ଶକ। ଗାୟିକା ଜାନକୀ ଇଶ୍ବର ଭାରତୀୟ ବଂଶୋଦ୍ଭବ । ଆସନ୍ତାକାଲି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟି-20 ଫାଇନାଲ ମ୍ୟାଚ।

janki eswer
ତେବେ ଏନେଇ ଅଷ୍ଟ୍ରେଲିଆର ରକ୍ ବ୍ୟାଣ୍ଡ୍ ଆଇସହାଉସ ସହ ମିଶି ପ୍ରସ୍ତୁତି ଜୋରଦାର କରିଛନ୍ତି ଜାନକୀ । କେରଳର କୋଝିକୋଡିରେ ଜାନକୀଙ୍କ ବଂଶଜ ରହୁଛନ୍ତି । ଜାନକୀଙ୍କ ପିତା ଦିବ୍ୟ ରବିନ୍ଦ୍ରନ ଓ ମାଆ ଅନୁପ ଦିବାକର 15 ବର୍ଷ ହେବ ଅଷ୍ଟ୍ରେଲିଆରେ ରହିଆସୁଛନ୍ତି । ଅଷ୍ଟ୍ରେଲିଆ ଲୋକପ୍ରିୟ ରିୟାଲିଟି ଶୋରେ ନିଜର ସଂଗୀତର ଜାଦୁ ଦେଖାଇଛନ୍ତି।

ନିଜର ସଙ୍ଗୀତ ପରିବେଷଣ ନେଇ ଜାନକୀ ଖୁବ ଉତ୍ସହିତ ଥିବା କହିଛନ୍ତି। ସେ ନିଜର ସଂଗୀତ ପରିବେଷଣ ବେଳେ ଭାରତୀୟ ଟିମର ଅନୁପସ୍ଥିତିକୁ ମିସ୍ କରିବେ ବୋଲି କହିଛନ୍ତି । ଯଦି ଫାଇନାଲରେ ଭାରତ ଖେଳିଥାନ୍ତା ତେବେ ସେ ଅଧିକ ଖୁସି ହୋଇଥାନ୍ତେ ବୋଲି ଗଣମାଧ୍ୟମ ସାକ୍ଷତକାରରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+