ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍: ଗୁଜରାଟ ବନାମ ଲକ୍ଷ୍ନୌ, ମୁମ୍ୱାଇ ବନାମ ପଞ୍ଜାବ
ନୂଆଦିଲ୍ଲୀ : ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍ ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚରେ ଗୁଜୁରାଟକୁ ଭେଟିବ ଲକ୍ଷ୍ନୌ। ସେହିପରି ଆଜି ଦ୍ଵିତୀୟ ମ୍ୟାଚରେ ମୁମ୍ବାଇକୁ ଭେଟିବ ପଞ୍ଜାବ। ଟେବୁଲରେ ପ୍ରଥମ ସ୍ଥାନରେ ରହିବାକୁ ଗୁଜରାଟ ଓ ଲକ୍ଷ୍ନୌ ଭିତରେ ଟକ୍କର ହେବ। ଲକ୍ଷ୍ନୌ ୬ଟି ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ୮ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନରେ ଥିବା ବେଳେ ଗୁଜରାଟ ୫ଟି ମ୍ୟାଚରୁ ତିନୋଟିରେ ବିଜୟ ହାସଲ କରି ଚତୁର୍ଥ ସ୍ଥାନରେ ଅଛି।
ଲକ୍ଷ୍ନୌ
ସମ୍ଭାବ୍ୟ ଏକାଦଶ: କେ.ଏଲ୍ ରାହୁଲ (ଅଧିନାୟକ), କାଇଲ୍ ମାୟର୍ସ, ଦୀପକ ହୁଡା, ମାର୍କସ୍ ଷ୍ଟୋଇନିସ୍, କ୍ରୁନାଲ ପାଣ୍ଡ୍ୟା, ନିକୋଲାସ୍ ପୁରାନ୍ (ୱିକେଟ କିପର), ଆୟୁଷ ବୋଦା lନି, ନବୀନ-ଉଲ୍-ହକ୍, ଆଭେଶ ଖାନ୍, ଯୁଧବୀର ସିଂ ଚାରାକ, ରବି ବିଶ୍ନୋଇ
ଗୁଜୁରାଟ
ସମ୍ଭାବ୍ୟ ଏକାଦଶ: ରିଦ୍ଧିମାନ ସାହା (ୱିକେଟ କିପର), ଶୁଭମାନ ଗିଲ, ସାଇ ସୁଦରସନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର / ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ମହମ୍ମଦ ଶାମି, ମୋହିତ ଶର୍ମା / ନୁର ଅହମ୍ମଦ (ଇମ୍ପାକ୍ଟ ପ୍ଲେୟାର) )

ମୁମ୍ବାଇ
ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ(ୱିକେଟ୍ କିପର) , ସୂର୍ଯ୍ୟକୁମାର ଯାଦବ, କ୍ୟାମେରନ୍ ଗ୍ରୀନ୍, ତିଲକ ବର୍ମା, ଟିମ୍ ଡେଭିଡ, ଅର୍ଜୁନ ତେନ୍ଦୁଲକର, ନେହଲ ୱାଡେରା, ହ୍ରିତିକ ଶୋକେନ, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡଫ
ପଞ୍ଜାବ
ସମ୍ଭାବ୍ୟ ଏକାଦଶ: ଅଥର୍ବା ଟାଇଡେ, ପ୍ରଭାସମ୍ରନ୍ ସିଂ, ମାଥ୍ୟୁ ସର୍ଟ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ହରପ୍ରୀତ ସିଂ ଭାଟିଆ, ସାମ୍ କୁରାନ୍(ଅଧିନାୟକ) , ଜିତେଶ ଶର୍ମା, ଶାହାରୁଖ ଖାନ୍, ହରପ୍ରୀତ ବ୍ର, ନାଥାନ୍ ଏଲିସ୍ / କାଗିସୋ ରାବାଡା, ଅର୍ଶଦୀପ ସିଂ, ରାହୁଲ ଚହର












Click it and Unblock the Notifications