For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ ଷ୍ଟାର ରାହୁଲ ତେୱଟିଆଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ

ଇଣ୍ଡିଆନ୍ ପ୍ରିମିୟର ଲିଗ ବା ଆଇପିଏଲ-13 ତମ ସିଜନର ଷ୍ଟାର ବ୍ୟାଟ୍ସମ୍ୟାନ ରାହୁଲ ତେୱଟିଆଙ୍କ ଗୁରୁବାର ନିର୍ବନ୍ଧ ହୋଇଛି ।

|

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ ବା ଆଇପିଏଲ-13 ତମ ସିଜନର ଷ୍ଟାର ବ୍ୟାଟ୍ସମ୍ୟାନ ରାହୁଲ ତେୱଟିଆଙ୍କ ଗୁରୁବାର ନିର୍ବନ୍ଧ ହୋଇଛି । ରାହୁଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ଭାବି ପତ୍ନୀ ରିଦ୍ଧି ପନ୍ନୁଙ୍କ ସହ ନଜର ଆସିଛନ୍ତି।

Rahul Tewatias Engagement

ପ୍ରକାଶଥାଉ କି, ରାହୁଲ ତେୱାଟିଆ ଆଇପିଏଲ 2020 ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ବେଳେ ଗୋଟିଏ ଓଭରରେ 5 ଟି ଛକା ମାରିଥିଲେ । ତାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବ ମ୍ୟାଚ୍ ହାରାଥିଲା । ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲି ଟ୍ରଫିରେ ସେ ହରିୟାନୀଙ୍କ ପାଇଁ ଖେଳୁଥିଲେ । ଯେଉଁଠାରେ ତାଙ୍କ ଦଳ ବରୋଦା କ୍ୱାର୍ଟର ଫାଇନାଲରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ରାହୁଲ ତେୱାଟିଆଙ୍କ ପାଇଁ ଆଇପିଏଲର 13 ତମ ସିଜିନ ଏକ ସ୍ୱପ୍ନ ଠାରୁ କମ୍ ନୁହେଁ । ଯେଉଁଠାରେ ସେ 14 ଟି ମ୍ୟାଚ୍ ଖେଳିଥିଲେ। 10 ଟି ୱିକେଟ୍ ନେଇବା ସହ 139.34 ର ଷ୍ଟ୍ରାଇକ୍ ରେଟ୍ ସହିତ ବ୍ୟାଟରେ 255 ରନ୍ ସ୍କୋର କରିଥିଲେ ।

ତେବେ ରାହୁଲଙ୍କ ନିର୍ବନ୍ଧ ଉତ୍ସବରେ ଦିଲ୍ଲୀ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଏବଂ ତାଙ୍କ ସାଥୀ ହରିୟାଣା କ୍ରିକେଟର ଜୟନ୍ଦ ଯାଦବଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL star Rahul Tewatia engaged
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X