ଗଡିଲା ତୃତୀୟ ୱିକେଟ, ରାହାଣେ ବାହୁଡିଲେ

ଅହମଦାବାଦ: ସହଜ ବିଜୟ ଆଡକୁ ଯାଉଥିବା ଚେନ୍ନାଇ ସୁପର କିଙ୍ଗସ ହରାଇଲା ଥାର୍ଡ ୱିକେଟ। ଧୂଆଁଧାର ରନ ବର୍ଷାରେ ସିଏସକେ ଆପିଏଲ ବିଜୟ ଆଡକୁ ନେଇଥିବା ରାହାଣେ ଆଉଟ ହୋଇଛଣିତ। ମାତ୍ର ୧୩ ବଲରେ ୨୭ ରନ ସଂଗ୍ରହ କରି ସିଏସକେର ବିଜଯ ଅଭିଯାନକୁ ନିଶ୍ଚିନ୍ତ କରିଥିଲେ ରାହାଣେ।

ipl ସିଏସକେ

ରାଇଡୂ ଏବଂ ଦୁବେଙ୍କ ଯୋଡି ଗୁଜରାଟ ଟାଇଟନର ସ୍ଵପ୍ନ ଧୂଳିସାତ କରି ଖେଳର ଗତି ବଦଳାଇଛନ୍ତି। ୫ଟି ବଲରେ ୬ଟି ଛକା ମାରି ସିଏସକେକୁ ବଳ ଦେଇଥିଲେ। ତେବେ ରାଯଡୂଙ୍କ ଜାଦୁ ଅଧିକ ଚାଲିବା ପୂର୍ବରୁ ମୋହିତ ଶର୍ମାଙ୍କ ଶିକାର ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+