For Quick Alerts
Turn On Notification  
For Daily Alerts
Oneindia App Download

ଓଡିଶାରେ ଆଇପିଏଲ ବେଟିଂ: ଦୁଇ ଭାଇ ଗିରଫ, ୯ ଲକ୍ଷ ଟଙ୍କା ଜବତ

ପୁଣି ଓଡିଶାରେ ଆଇପିଏଲ ବେଟିଂ। ଦେବଗଡ଼ ଜିଲ୍ଲାରେ ଚାଲିଥିଲା ଆଇପିଏଲ ବେଟିଂ ଗ୍ୟାଙ୍ଗ୍। ଆଇପିଏଲ ବେଟିଂ ଚାଲିଥିବା ସମୟରେ ରେଡ କଲା ପୋଲିସ ।

|

ଦେବଗଡ଼: ପୁଣି ଓଡିଶାରେ ଆଇପିଏଲ ବେଟିଂ। ଦେବଗଡ଼ ଜିଲ୍ଲାରେ ଚାଲିଥିଲା ଆଇପିଏଲ ବେଟିଂ ଗ୍ୟାଙ୍ଗ୍। ଆଇପିଏଲ ବେଟିଂ ଚାଲିଥିବା ସମୟରେ ରେଡ କଲା ପୋଲିସ । ବେଟିଂ କରୁଥିବା ୨ ଭାଇ ବାପୁନ ବେହେରା ଓ ଲିପୁନ ବେହେରାଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନେକ ସାମଗ୍ରୀ ଜବତ କରିଛି।

IPL betting in Odisha

ତଦନ୍ତ ବେଳେ ଏହା ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗ ବୋଲି ପୋଲିସ ଜାଣିବାକୁ ପାଇଛି । ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି । ପୋଲିସ ୨ ଭାଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL betting in Odisha: Two brothers arrested, Rs 4 lakh seized
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X