Get Updates
Get notified of breaking news, exclusive insights, and must-see stories!

ଓଡିଶାରେ ଆଇପିଏଲ ବେଟିଂ: ଦୁଇ ଭାଇ ଗିରଫ, ୯ ଲକ୍ଷ ଟଙ୍କା ଜବତ

ପୁଣି ଓଡିଶାରେ ଆଇପିଏଲ ବେଟିଂ। ଦେବଗଡ଼ ଜିଲ୍ଲାରେ ଚାଲିଥିଲା ଆଇପିଏଲ ବେଟିଂ ଗ୍ୟାଙ୍ଗ୍। ଆଇପିଏଲ ବେଟିଂ ଚାଲିଥିବା ସମୟରେ ରେଡ କଲା ପୋଲିସ ।

ଦେବଗଡ଼: ପୁଣି ଓଡିଶାରେ ଆଇପିଏଲ ବେଟିଂ। ଦେବଗଡ଼ ଜିଲ୍ଲାରେ ଚାଲିଥିଲା ଆଇପିଏଲ ବେଟିଂ ଗ୍ୟାଙ୍ଗ୍। ଆଇପିଏଲ ବେଟିଂ ଚାଲିଥିବା ସମୟରେ ରେଡ କଲା ପୋଲିସ । ବେଟିଂ କରୁଥିବା ୨ ଭାଇ ବାପୁନ ବେହେରା ଓ ଲିପୁନ ବେହେରାଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନେକ ସାମଗ୍ରୀ ଜବତ କରିଛି।

IPL betting in Odisha

ତଦନ୍ତ ବେଳେ ଏହା ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗ ବୋଲି ପୋଲିସ ଜାଣିବାକୁ ପାଇଛି । ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି । ପୋଲିସ ୨ ଭାଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+