IPL Auction: କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଲେ କେଉଁ ଦଳ ? ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଆବୁଧାବିରେ ଆଇପିଏଲ-୨୦୨୬ ଟୁର୍ଣ୍ଣାମେଣ୍ଟ ପାଇଁ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୫୦ ଖେଳାଳି ଏବଂ ୧୦ଟି ଟିମ୍ ଅଂଶଗ୍ରହଣ କରିଥିଲେ। କେଉଁ ଦଳ କେଉଁ ଖେଳାଳିଙ୍କୁ କେତେ ଟଙ୍କାରେ କିଣିଛନ୍ତି ତାହାର ସମ୍ପୂର୍ଣ୍ଣ ତାଲିକା ନିମ୍ନରେ ଦିଆଗଲା।

ଖେଳାଳି/ଦଳ ମୂଳ ମୂଲ୍ୟ ବିକ୍ରୟ ମୂଲ୍ୟ
ଦିଲ୍ଲୀ କ୍ୟାପିଟାଲ୍ସ
ଡେଭିଡ ମିଲର ୨ କୋଟି ୨ କୋଟି
ବେନ୍ ଡକେଟ ୨ କୋଟି ୨ କୋଟି
ମୁମ୍ବଇ ଇଣ୍ଡିଆନ୍ସ
କୁଇଣ୍ଟନ ଡି'କକ୍ ୧ କୋଟି ୧ କୋଟି
ଚେନ୍ନଇ ସୁପର କିଙ୍ଗ୍ସ
ଅକିଲ ହୋସେନ ୨ କୋଟି ୨ କୋଟି
ଆରସିବି
ଭେଙ୍କଟେଶ ଆୟର ୨ କୋଟି ୭ କୋଟି
ଜ୍ୟାକବ ଡଫି ୨ କୋଟି ୨ କୋଟି
କେକେଆର
କାମେରନ ଗ୍ରୀନ ୨କୋଟି ୨୫.୨ କୋଟି
ଫିନ୍ ଆଲେନ ୨ କୋଟି ୨ କୋଟି
ମାଥିଶା ପାଥିରାନା ୨ କୋଟି ୧୮ କୋଟି
ରାଜସ୍ଥାନ ରୟାଲ୍ସ
ରବି ବିଷ୍ଣୋଇ ୨ କୋଟି ୭.୨ କୋଟି
ଏଲଏସଜି
ୱାନିନ୍ଦୁ ହସରଙ୍ଗା ୨ କୋଟି ୨ କୋଟି
ଏନରିଚ ନର୍ଟିଏ ୨ କୋଟି ୨ କୋଟି












Click it and Unblock the Notifications