Get Updates
Get notified of breaking news, exclusive insights, and must-see stories!

IPL Auction 2024: ଜାଣନ୍ତୁ ୧୦ଟି ଦଳର ସମ୍ପୂର୍ଣ୍ଣ ଲିଷ୍ଟ, ଅକ୍ସନ ପରେ କୋଉ ଦଳରେ କେଉଁ ଖେଳାଳି

ଆସନ୍ତା ୨୦୨୪ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ନିଲାମ ଡିସେମ୍ବର ୧୯ ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ହୋଇଯାଇଛି ।

ନିଲାମ ଶେଷ ହେବା ପରେ ମୋଟ ୧୦ ଟି ଦଳର କୋଉ ଖେଳାଳୀ ଅଛନ୍ତି ଜାଣନ୍ତୁ । ମୋଟ ୭୨ ଖେଳାଳିଙ୍କୁ ବିକ୍ରି ହୋଇଛନ୍ତି ଏବଂ ୨୩୦.୪୫ କୋଟି ବ୍ୟୟ ହୋଇଛି ।

ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୨୪.୭୫ କୋଟି ସହ ସବୁଠୁ ମହଙ୍ଗା ଖେଳାଳି । ସେ କେକେଆରକୁ ଯାଇଛନ୍ତି । ବିଶ୍ୱକପ ବିଜେତା ଅଧିନାୟକ ପ୍ୟାଟ କମିନ୍ସ ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି । କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସ କିୱି ଅଲରାଉଣ୍ଡର ଡାରେଲ ମିଚେଲଙ୍କ ପାଇଁ ୧୪ କୋଟି ଖର୍ଚ୍ଚ କରିଛି ।

IPL Auction 2024

IPL 2024 ନିଲାମ ପରେ ସମ୍ପୂର୍ଣ୍ଣ ସ୍କ୍ୱାଡ୍

ଚେନ୍ନାଇ ସୁପର କିଙ୍ଗସ : ଏମଏସ ଧୋନି (ଅଧିନାୟକ), ମୋଇନ ଅଲ୍ଲି, ଦୀପକ ଚହର, ଡେଭିନ କନୱେ, ତୁଶାର ଦେଶପାଣ୍ଡେ, ଶିଭମ ଦୁବେ, ରୁତୁରାଜ ଗାଇକୱାଡ, ରାଜଭାରଦାନ ହଙ୍ଗରଗେକର, ରବିନ୍ଦ୍ର ଜାଡେଜା, ଅଜୟ ମଣ୍ଡଳ, ମୁକେଶ ଚୌଧୁରୀ, ମଥିଶା ପଥିରାନା, ଅଜିଙ୍କ୍ୟ ରାହାଣେ, ସେକ୍ ରସିଦ, ମିଚେଲ ସାଣ୍ଟନର, ସିମରଜିତ୍ ସିଂହ , ନିଶାନ୍ତ ସିନ୍ଧୁ, ପ୍ରଶାନ୍ତ ସୋଲାନକି, ମହିସ ତିକ୍ଷଣା, ରାଚିନ୍ ରବିନ୍ଦ୍ର, ଶାର୍ଦ୍ଦୁଲ ଠାକୁର, ଡାରିଲ ମିଚେଲ, ସମୀର ରିଜଭି, ମୁସ୍ତଫିଜୁର ରହମାନ, ଅବନୀଶ ରାଓ ଆରାଭେଲି

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଡିୱାଲ୍ଡ ବ୍ରେଭିସ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶାନ, ଏନ ତିଲକ ଭର୍ମା, ଟିମ ଡେଭିଡ, ବିଷ୍ଣୁ ବିନୋଦ, ଅର୍ଜୁନ ତେନ୍ଦୁଲକର, ଶ୍ୟାମ ମୁଲାନି, ନେହଲ ୱାଡେରା, ଜସପ୍ରୀତ ବୁମ୍ରା, କୁମାର କାର୍ତ୍ତିକେୟ, ପୀୟୁଷ ଚାୱଲା, ଆକାଶ ମାଧରୱାଲ, ଜାସନ ବେହେରା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଜେରାଲ୍ଡ କୋଟେଜୀ, ଦିଲଶାନ ମଦୁଷଙ୍କା, ଶ୍ରେୟାସ ଗୋପାଳ, ନୁୱାନ ଥଶାରା, ନମନ ଧୀର, ଅନସୁଲ କାମ୍ବୋଜ, ମହମ୍ମଦ ନବୀ, ଶିବଲିକ ଶର୍ମା

ଦିଲ୍ଲୀ କ୍ୟାପିଟାଲ୍ସ: ରିଷଭ ପନ୍ତ (ଅଧିନାୟକ), ପ୍ରବୀଣ ଦୁବେ, ଡେଭିଡ ୱାର୍ଣ୍ଣର, ଭିକି ଓଷ୍ଟୱାଲ, ପ୍ରୁଥି ଶ, ଅନ୍ରିଚ ନର୍ଟେଜେ, ଅଭିଷେକ ପୋରେଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଲୁଙ୍ଗି ନଗିଡି, ଲଲିତ ଯାଦବ, ଖଲିଲ ଅହମ୍ମଦ, ମିଚେଲ ମାର୍ଶ, ଇଶାନ୍ତ ଶର୍ମା, ୟଶ ଧୁଲ, ମୁକେଶ କୁମାର, ହ୍ୟାରି ବ୍ରୁକ୍, ଟ୍ରିଆଷ୍ଟ ଷ୍ଟବ୍ସ, ରିକି ଭୁଇ, କୁମାର କୁଶାଗ୍ରା, ରସିଖ ଦାର, ଜାଇ ରିଚାର୍ଡସନ, ସୁମିତ କୁମାର, ଶାଇ ହୋପ, ସ୍ଵସ୍ତିକ ଚିକାରା

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଗ୍ଲେନ୍ ମ୍ୟାକ୍ସୱେଲ, ବିରାଟ କୋହଲି, ରଜତ ପାଟିଦାର, ଅନୁଜ ରାୱତ, ଦୀନେଶ କାର୍ତ୍ତିକ, ସୁଆଶ ପ୍ରଭୂଦେଶାଇ, ୱିଲ ଜ୍ୟାକ୍ସ, ମହିପାଲ ଲୋମର, କର୍ଣ୍ଣ ଶର୍ମା, ମନୋଜ ଭଣ୍ଡେଜ, ମୟଙ୍କ ଦାଗର, ବିଜୟ କୁମାର ବୈଶାଖ, ଅକ୍ଷୟ ଦୀପ, ମହମ୍ମଦ ଟୋପଲି, ହିମାଂଶୁ ଶର୍ମା, ରାଜନ କୁମାର, କ୍ୟାମେରନ୍ ଗ୍ରୀନ୍, ଅଲଜାରୀ ଜୋସେଫ୍, ୟଶ ଦିୟାଲ, ଟମ କୁରାନ, ଲକି ଫର୍ଗୁସନ, ସ୍ବପ୍ନିଲ ସିଂ, ସୌରଭ ଚୌହାନ

ସନରାଇଜର୍ସ ହାଇଦ୍ରାବାଦ୍: ଅବଦୁଲ ସମାଦ, ଅଭିଷେକ ଶର୍ମା, ଆଡେନ ମାର୍କ୍ରାମ (ଅଧିନାୟକ), ମାର୍କୋ ଜାନସେନ୍, ରାହୁଲ ତ୍ରିପାଠୀ, ୱାଶିଂଟନ୍ ସୁନ୍ଦର, ଗ୍ଲେନ୍ ଫିଲିପ୍ସ, ସାନବୀର ସିଂ, ହେନ୍ରିଚ୍ କ୍ଲାସେନ୍, ଭୁବନେଶ୍ୱର କୁମାର, ମୟଙ୍କ ଅଗ୍ରୱାଲ, ଟି ନଟରାଜନ, ଅନମୋଲପ୍ରିତ୍ ସିଂହ, ମୟଙ୍କ୍ ମାର୍କଣ୍ଡ, ଉପେନ୍ଦ୍ର ସିଂହ ଯାଦବ, ଉମ୍ରାନ ମଲିକ, ନୀତୀଶ କୁମାର ରେଡ୍ଡୀ, ଫଜଲହକ୍ ଫାରୁକି, ଶାହାବାଜ ଅହମ୍ମଦ, ଟ୍ରାଭିସ୍ ହେଡ୍, ୱାନିନ୍ଦୁ ହସରାଙ୍ଗା, ପ୍ୟାଟ୍ କମିନ୍ସ, ଜୟଦେବ ଉନାଦକତ୍, ଆକାଶ ସିଂ, ଯଥାବେଦ ସୁବ୍ରମଣ୍ୟମ

କୋଲକାତା ନାଇଟ୍ ରାଇଡର୍ସ: ନୀତୀଶ ରାଣା, ରିଙ୍କୁ ସିଂ, ରହମାନୁଲ୍ଲା ଗୁରୁବାଜ, ଶ୍ରେୟସ୍ ଆୟର (ଅଧିନାୟକ), ଜେସନ ରୟ, ସୁନୀଲ ନାରିନ, ସୁୟାଶ ଶର୍ମା, ଅନୁକୁଲ ରଏ, ଆନ୍ଦ୍ରେ ରସେଲ, ଭେଙ୍କଟେଶ ଆୟର, ହର୍ଷିତ ରାଣା, ବୈବାଭ ଆରୋରା, ବରୁଣ ଚକ୍ରବର୍ତ୍ତୀ, କେ.ଏସ୍ ଭରତ, ଚେତନ ସାକାରିଆ , ଅଙ୍ଗକ୍ରିଶ୍ ରଘୁଭାନ୍ସି, ରମଣଦୀପ ସିଂ, ଶେରଫେନ୍ ରଦରଫୋର୍ଡ, ମନୀଷ ପାଣ୍ଡେ, ମୁଜିବ ଉର ରହମାନ, ଗୁସ୍ ଆଟକିନ୍ସନ୍, ସାକିବ ହୁସେନ୍

ଗୁଜରାଟ ଟାଇଟାନ୍ସ: ଡେଭିଡ ମିଲର, ଶୁବମାନ ଗିଲ (ଅଧିନାୟକ), ମାଥ୍ୟୁ ୱେଡ, ରିଦ୍ଧିମାନ ସାହା, କେନ ୱିଲିୟମସନ, ଅଭିନବ ମନୋହର, ବି ସାଇ ସୁଦରସନ, ଦର୍ଶନ ନାଲକାଣ୍ଡେ, ବିଜୟ ଶଙ୍କର, ଜୟନ୍ତ ଯାଦବ, ରାହୁଲ ତେୱାଟିଆ, ମହମ୍ମଦ ଶାମି, ନୁର ଅହମ୍ମଦ, ସାଇ କିଶୋର, ରସିଦ ଖାନ, ଜୋଶୁଆ ଲିଟିଲ୍, ମୋହିତ ଶର୍ମା, ଆଜମତୁଲ୍ଲା ଓମାରଜାଇ, ଉମେଶ ଯାଦବ, ଶାହାରୁଖ ଖାନ, ସୁଶାନ୍ତ ମିଶ୍ର, କାର୍ତ୍ତିକ ତ୍ୟାଗୀ, ମନଭ ସୂତାର, ସ୍ପେନ୍ସର ଜନସନ, ରବିନ୍ ମିନଜ୍

ପଞ୍ଜାବ କିଙ୍ଗସ୍: ଶିଖର ଧାୱନ (ଅଧିନାୟକ), ମାଥ୍ୟୁ ସର୍ଟ, ପ୍ରଭାସମ୍ରନ୍ ସିଂ, ଜିତେଶ ଶର୍ମା, ସିକନ୍ଦର ରଜା, ରିଷି ଧାୱନ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଅଟାର୍ଭା ଟାଇଡ୍, ଅର୍ଶଦୀପ ସିଂ, ନାଥାନ୍ ଏଲିସ୍, ସାମ୍ କୁରାନ୍, କାଗିସୋ ରାବାଡା, ହରପ୍ରୀତ ବ୍ରାର, ରାହୁଲ ଚହର, ହରପ୍ରୀତ ଭାଟିଆ , ଶିବମ ସିଂ, ହର୍ଷଲ ପଟେଲ, କ୍ରିସ୍ ୱୁକସ୍, ଆଶୁତୋଷ ଶର୍ମା, ବିଶ୍ୱନାଥ ପ୍ରତାପ ସିଂ, ଶଙ୍କର ସିଂ, ତନୟ ଥାୟାରାଜାନ୍, ପ୍ରିନ୍ସ ଚୌଧୁରୀ, ରିଲେ ରୋସୋ

ରାଜସ୍ଥାନ ରୟାଲସ: ସଞ୍ଜୁ ସାମସନ୍ (ଅଧିନାୟକ), ଜୋସ୍ ବଟଲର୍, ଶିମ୍ରନ୍ ହେଟମିୟର, ଯଶାସଭି ଜୟସୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ଡୋନୋଭାନ ଫେରେରା, କୁନାଲ ରାଠୋର, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ସେନ, ନବଦୀପ ସାଇନି, ପ୍ରସିଦ୍ଧ କୃଷ୍ଣ, ସନ୍ଦୀପ ଶର୍ମା, ଟ୍ରେଣ୍ଡ ବୋଲ୍ଟ , ୟୁଜଭେନ୍ଦ୍ର ଚହଲ, ଆଡମ ଜାମ୍ପା , ଆଭେଶ ଖାନ, ରୋଭମାନ ପାୱେଲ, ଶୁଭମ ଦୁବେ, ଟମ କୋହଲର-କ୍ୟାଡମୋର, ଆବିଦ ମୁଶତାକ, , ନନ୍ଦ୍ରେ ବର୍ଗର

ଲକ୍ଷ୍ନୌ ସୁପର ଜାଏଣ୍ଟସ: କେ.ଏଲ୍ ରାହୁଲ (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ନିକୋଲାସ୍ ପୁରାନ୍, ଆୟୁଷ ବାଡୋନି, କାଇଲ୍ ମାୟର୍ସ, ମାର୍କସ୍ ଷ୍ଟୋଇନିସ୍, ଦୀପକ ହୁଡା, ଦେବଦତ୍ତ ପାଦିକ୍କାଲ, ରବି ବିସ୍ନୋଇ , ନବୀନ-ଉଲ-ହକ, କ୍ରୁନାଲ ପାଣ୍ଡ୍ୟା, ଯୁଧିଷ୍ଠିର ସିଂ, ପ୍ରେରକ ମାଙ୍କଡ, ଯଶ ଠାକୁର, ଅମିତ ମିଶ୍ର, ମାର୍କ ଉଡ, ମୟଙ୍କ ଯାଦବ, ମୋହସିନ୍ ଖାନ, କେ ଗୋଥମ୍, ଶିବମ୍ ମାଭି, ଅର୍ଶିନ କୁଲକର୍ଣ୍ଣି, ଏମ୍ ସିଦ୍ଧାର୍ଥ, ଆଷ୍ଟନ୍ ଟର୍ନର, ଡେଭିଡ ୱିଲି, ମହମ୍ମଦ ଅର୍ଶଦ ଖାନ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+