IPL Auction 2022 End: 204 ଖେଳାଳି ହେଲେ ବିକ୍ରି, 550 କୋଟି ଖର୍ଚ୍ଚ, ଇଶାନ କିଷନ ସବୁଠୁ ମହଙ୍ଗା, ମିଷ୍ଟର ଆଇପିଏଲ ଅନସୋଲ୍ଡ
କେଉଁ ଖେଳାଳିଙ୍କ ନାମ ଉପରେ ବାଜିବ କେଉଁ ଦଳର ନିଲାମ ହାତୁଡି ? ଆଇପିଏଲ ମେଗା ଅକ୍ସନର ଟିକିନିକି ଅପଡେଟ୍ ପାଇଁ 'ୱାନଇଣ୍ଡିଆ ଓଡିଆ' ସହ ଯୋଡି ହୋଇ ରୁହନ୍ତୁ....
IPL Auction 2022 Live Updates: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ 2022) ର 15 ତମ ସିଜନ୍ ପୂର୍ବରୁ ମେଗା ନିଲାମ ରବିବାର ଶେଷ ହୋଇଛି । 4 ବର୍ଷ ପରେ ଧନୀ ଲିଗର ଏହି ମେଗା ନିଲାମୀ ଅନୁଷ୍ଠିତ ହୋଇଛି । ଏଥର 10ଟି ଦଳ ମୋଟ 600 ଖେଳାଳୀଙ୍କ ପାଇଁ ବିଡିଂ କରିଥିଲେ । ଯେଉଁଥିରେ 204 ଜଣ ଖେଳାଳି ନିଲାମ ହେଲେ ଏବଂ 550 କୋଟି ଖର୍ଚ୍ଚ ହୋଇଛି । ତେବେ ଚଳିତ ନିଲାମର ସବୁଠୁ ମହଙ୍ଗା ବିକ୍ରି ରହିଛନ୍ତି ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ । ଯାହାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 15.25 କୋଟି ମୂଲ୍ୟରେ କ୍ରୟ କରିଛି । ଆଇପିଏଲ ମେଗା ଅକ୍ସନର ଟିକିନିକି ଅପଡେଟ୍ ପାଇଁ 'ୱାନଇଣ୍ଡିଆ ଓଡିଆ' ସହ ଯୋଡି ହୋଇ ରୁହନ୍ତୁ...
READ MORE












Click it and Unblock the Notifications