Get Updates
Get notified of breaking news, exclusive insights, and must-see stories!

IPL 2025: କେଉଁ ଦଳ କାହାକୁ କିଣିଲା ? ପୂରା ତାଲିକା ଉପରେ ନଜର ପକାନ୍ତୁ

ଆଇପିଏଲ ୨୦୨୫ ପାଇଁ ଦୁଇ ଦିନ ଧରି ସାଉଦି ଆରବର ଜେଦାରେ ଚାଲିଥିବା ମେଗା ଅକ୍ସନ ଶେଷ ହୋଇଛି। ୧୦ ପ୍ରାଞ୍ଚାଇଜ ଦୁଇ ଦିନର ଅକ୍ସନରେ ମୋଟ ୧୮୨ ଜଣ ଖେଳାଳିଙ୍କୁ ୬୩୯.୧୫ କୋଟି ଟଙ୍କା ଦେଇ କିଣିଛନ୍ତି।

ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଭାବେ ୨୭ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଖକୁ ଯାଇଛନ୍ତି। ସେହିପରି ଶ୍ରେୟସ ଆୟର ୨୬.୭୫ କୋଟିରେ ପଞ୍ଜାବ କିଙ୍ଗସ ଓ ଭେଙ୍କଟେଶ ଆୟର ୨୩.୭୫ କୋଟିରେ ପୁଣି କୋଲାକତା ଟିମରେ ସାମିଲ ହୋଇଛନ୍ତି।

ଅକ୍ସନ ପରେ କେଉଁ ଦଳ କେତେ ଟଙ୍କାରେ କାହାକୁ କିଣିଲେ ଏବଂ ସେମାନଙ୍କ ସ୍କ୍ୱାଡ କେମିତି ରହିଛି?

୧- ଚେନ୍ନାଇ ସୁପର କିଙ୍ଗସ(ସିଏସକେ) : ରବି ଚନ୍ଦ୍ରନ ଅଶ୍ୱିନ(୯.୭୫ କୋଟି), ଡେଭନ କନୱେ(୬.୨୫ କୋଟି), ରଚିବ ରବୀନ୍ଦ୍ର(୪ କୋଟି), ରାହୁଲ ତ୍ରିପାଠୀ(୩.୪୦ କୋଟି), ଖଲୀଲ ଅହମଦ(୪.୮୦ କୋଟି), ନୁର ଅହମଦ(୧୦ କୋଟି), ବିଜୟ ଶଙ୍କର(୧.୨୦ କୋଟି), ସାମନ କରାନ(୨.୪୦ କୋଟି), ଅଂଶୁଲ କାମ୍ବୋଜ(୩.୪୦ କୋଟି), ଗୁରଜପନୀତ ସିଂହ(୨.୨୦ କୋଟି), ନାଥନ ଏଲିସ(୨କୋଟି), ଦୀପକ ହୁଦା(୧.୭୦ କୋଟି), ମୁକେଶ ଚୌଧୁରୀ(୩୦ ଲକ୍ଷ), ଶେଖ ରଶିଦ(୩୦ ଲକ୍ଷ), ବାଂଶ ବେ(୫୫ ଲକ୍ଷ), ଆନ୍ଦ୍ରେ ସିଦ୍ଧାର୍ଥ(୩୦ ଲକ୍ଷ), ଶ୍ରେୟସ ଗୋପାଲ(୩୦ ଲକ୍ଷ), ରାମକୃଷ୍ଣ ଘୋଷ(୩୦ ଲକ୍ଷ), କମଲେଶ ନାଗରକୋଟି(୩୦ ଲକ୍ଷ)।

ରିଟେନ: ଋତୁରାଜ ଗାଏକ୍ୱାଡ, ମଥିସା ପଥିରାଣା, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂହ ଧୋନି ।

୨- ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ): ଟ୍ରେଣ୍ଟ ବୋଲ୍ଟ(୧୨.୫୦ କୋଟି), ନମନ ଧୀର(୫.୨୫ କୋଟି), ରୟାନ ରିକେଲଟନ(୧ କୋଟି), ଦୀପକ ଚହର(୯.୨୫ କୋଟି), ୱିଲ ଜ୍ୟାକ୍ସ(୯.୨୫ କୋଟି), ଆଲ୍ଲା ଘଜନଫର(୪.୮୦ କୋଟି), ମିଚେଲ ସାଣ୍ଟନର(୨ କୋଟି), ରିସ ଟୋପଲେ(୭୫ ଲକ୍ଷ), ଅଶ୍ୱିନ କୁମାର(୩୦ ଲକ୍ଷ), ରାଜ ବାୱା(୩୦ ଲକ୍ଷ), ଏସ୍‌ କ୍ରିଷ୍ଣନ(୩୦ ଲକ୍ଷ), ଲିଜାଡ ୱିଲିୟମ୍ସ(୭୫ ଲକ୍ଷ), ଅର୍ଜୁନ ତେନ୍ଦୁଲକର(୩୦ ଲକ୍ଷ), ବେଭବ ଜ୍ୟାକବ୍ସ(୩୦ ଲକ୍ଷ), ଭିଏସ ପେନମେଟସା(୩୦ ଲକ୍ଷ), ରବିନ ମିଞ୍ଜ(୬୫ ଲକ୍ଷ) ଓ କରନ ଶର୍ମା(୫୦ ଲକ୍ଷ)।

ରିଟେନ: ଯଶପ୍ରୀତ ବୁମ୍ରା, ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା ଓ ତିଲକ ବର୍ମା।

୩- ରାଜସ୍ଥାନ ରୟାଲ୍ସ(ଆରଆର) : ଜୋଫ୍ରା ଆର୍ଚର(୧୨.୫୦ କୋଟି), ମହୀଶ ତିକଶାନା(୪ କୋଟି), ୱାନିନ୍ଦୁ ହସରଙ୍ଗା(୫.୨୫ କୋଟି), ତୁଷାର ଦେଶପାଣ୍ଡେ (୬.୫ କୋଟି), ନୀତୀଶ ରାଣା(୪.୨୦ କୋଟି), ଫଜଲହକ ଫାରୁକି( ୨ କୋଟି), ଶୁଭମ ଦୁବେ(୮୦ ଲକ୍ଷ), ଯୁଦ୍ଧବୀର ଚରାକ(୩୫ ଲକ୍ଷ), ବୈଭବ ସୂର୍ଯ୍ୟବଂଶୀ(୧.୧୦ କୋଟି), ଅଶୋକ ଶର୍ମା(୩୦ ଲକ୍ଷ), କୁନାଲ ରାଠୋର(୩୦ ଲକ୍ଷ), କେ ଏମଫାକା(୧.୫୦ କୋଟି), ଆକାଶ ମାଧୱାଲ(୧.୨୦ କୋଟି) ଓ କୁମାର କାର୍ତ୍ତିକେୟ(୩୦ଲକ୍ଷ)।

ରିଟେନ: ସଞ୍ଜୁ ସାମସନ, ଯଶସ୍ୱୀ ଜୈସୱାଲ, ରିୟାନ ପରାଗ, ଧ୍ରୁବ ଜୁରେଲ, ଶିମରନ ହେଟମେୟର ଓ ସନ୍ଦୀପ ଶର୍ମା।

୪- ଗୁଜରାଟ ଟାଇଟନ୍ସ(ଜିଟି): ଜୋଶ ବଟଲର(୧୫.୭୫ କୋଟି), ମହମ୍ମଦ ସିରାଚ(୧୨.୨୫ କୋଟି), ପ୍ରସିଦ୍ଧ କ୍ରିଷ୍ଣା(୯.୫୦ କୋଟି), କାଗିସୋ ରବାଡା(୧୦.୭୫ କୋଟି), ୱାଶିଂଟନ ସୁନ୍ଦର(୩.୨୦ କୋଟି), ଶେରଫନ ରଥରଫୋର୍ଡ(୨.୬୦ କୋଟି), ଗେରାଲ୍ଡ କୋଏଜି(୨.୪୦ କୋଟି), ଆର ସାଇକିଶୋର(୨ କୋଟି), ଗୁରନୁର ସିଂହ ବ୍ରାର(୧.୩୦ କୋଟି), ମହମ୍ମଦ ଅର୍ଶଦ ଖାନ(୧.୩୦ କୋଟି), ଜୟନ୍ତ ଯାଦବ(୭୫ ଲକ୍ଷ), ଈଶାନ୍ତ ଶର୍ମା(୭୫ ଲକ୍ଷ), ଗ୍ଲେନ ଫିଲିପ୍ସ(୨ କୋଟି), କରିମ ଜନତ(୭୫ ଲକ୍ଷ), କୁଲୱନ୍ତ ଖେଜରୋଲିୟା(୩୦ ଲକ୍ଷ), ନିଶାନ୍ତ ସିଦ୍ଧୁ(୩୦ ଲକ୍ଷ), ମହିପାଲ ଲୋମରୋର(୧.୭୦ କୋଟି), କୁମାର କୁଶଗ୍ରା(୬୫ ଲକ୍ଷ), ଅନୁଜ ରାୱତ(୩୦ ଲକ୍ଷ) ଓ ମାନବ ସୁତାର(୩୦ ଲକ୍ଷ)।

ରିଟେନ: ରାଶିଦ ଖାନ, ଶୁବମନ ଗିଲ, ସାଇ ସୁଦର୍ଶନ, ରାହୁଲ ତେୱାତିଆ ଓ ଶାହରୁଖ ଖାନ।

୫- କୋଲକାତା ନାଇଟ ରାଇଡର୍ସ(କେକେଆର) : ଭେଙ୍କଟେଶ ଆୟର(୨୩.୭୫ କୋଟି), ଅନରିଚ ନୋର୍ଖିୟା(୬.୫୦ କୋଟି), କ୍ୱିଣ୍ଟନ ଡି'କକ(୩.୬୦ କୋଟି), ରହମନୁଲ୍ଲା ଗୁରବାଜ(୨ କୋଟି), ଅଙ୍ଗକ୍ରିଶ ରଘୁବଂଶୀ(୩ କୋଟି), ବୈଭବ ଅରୋରା(୧.୮୦ କୋଟି), ସ୍ପେନସର ଜନସନ(୨.୮୦ କୋଟି), ରୋଭମାନ ପାୱେଲ(୧.୫୦ କୋଟି), ମନୀଷ ପାଣ୍ଡେ(୭୫ ଲକ୍ଷ), ମୋଇନ ଅଲୀ(୨ କୋଟି), ଅଜିଙ୍କ୍ୟ ରାହାଣେ(୧.୫୦ କୋଟି), ଉମ୍ରାନ ମଲିକ(୭୫ ଲକ୍ଷ), ଅଙ୍କୁଲ ରୟ(୪୦ ଲକ୍ଷ), ଲଭନୀତ ସିସୋଦିଆ(୩୦ ଲକ୍ଷ) ଓ ମୟଙ୍କ ମାର୍କଣ୍ଡେ(୩୦ ଲକ୍ଷ)।

ରିଟେନ: ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରିନ, ଆନ୍ଦ୍ରେ ରସେଲ, ହର୍ଷିତ ରାଣା ଓ ରମଣଦୀପ ସିଂହ।

୬- ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) : କେଏଲ ରାହୁଲ(୧୪ କୋଟି), ମିଚେଲ ଷ୍ଟାର୍କ( ୧୧.୭୫ କୋଟି), ଜ୍ୟାକ ଫ୍ରାସେର ମ୍ୟାକଗୁର୍କ(୯ କୋଟି), ହ୍ୟାରୀ ବ୍ରୁକ(୬.୨୫ କୋଟି), ଟି ନଟରାଜନ(୧୦.୭୫ କୋଟି), ଫାଫ ଡୁପ୍ଲେସିସ(୨ କୋଟି), ଦୁଷମନ୍ତ ଚାମେରା(୭୫ ଲକ୍ଷ), ବିପରାଜ ନିଗମ(୫୦ ଲକ୍ଷ), ଦର୍ଶନ ନଲଖାନ୍ଦେ(୩୦ ଲକ୍ଷ), ମୁକେଶ କୁମାର(୮ କୋଟି), ଡୋନୋଭନ ଫେରେଇରା(୭୫ ଲକ୍ଷ), ମାଧବ ତିୱାରୀ(୪୦ ଲକ୍ଷ), ଟି ବିଜୟ(୩୦ ଲକ୍ଷ), ଏମ କୁମାର(୪୦ ଲକ୍ଷ), ଅଜୟ ମଣ୍ଡଳ(୩୦ ଲକ୍ଷ), ସମୀର ରିଜଭୀ(୯୫ ଲକ୍ଷ), କରୁଣ ନାଏର(୫୦ ଲକ୍ଷ), ଆଶୁତୋଷ ଶର୍ମା (୩.୮୦ କୋଟି) ଓ ମୋହିତ ଶର୍ମା(୨.୨୦ କୋଟି)।

ରିଟେନ: ଅକ୍ଷର ପଟେଲ, କୁଲଦୀପ ଯାଦବ, ତ୍ରିଷ୍ଟାନ ଷ୍ଟବ୍ସ ଓ ଅଭିଷେକ ପୋରେଲ ।

୭- ପଞ୍ଜାବ କିଙ୍ଗସ(ପିବିକେଏସ): ଶ୍ରେୟସ ଆୟର(୨୬.୭୫ କୋଟି), ୟୁଜି ଚହଲ(୧୮ କୋଟି), ଅର୍ଶଦୀପ ସିଂହ(୧୮ କୋଟି), ମାର୍କସ ଷ୍ଟୋଇନିସ(୧୧ କୋଟି), ଗ୍ଲେନ ମ୍ୟାକ୍ସୱେଲ(୪.୨୦ କୋଟି), ନେହାଲ ୱାଦ୍ଧେରା(୪.୨୦ କୋଟି), ହରପ୍ରୀତ ବ୍ରାର(୧.୫ କୋଟି), ମାର୍କୋ ୟାନସେନ(୭ କୋଟି), ପ୍ରିୟାଂଶ ଆର୍ଯ୍ୟ(୩.୮୦ କୋଟି), ଜୋଶ ଇଙ୍ଗଲିସ(୨.୬୦ କୋଟି), ଅଜମତୁଲ୍ଲା ଓମରଜାଇ(୨.୪୦ କୋଟି), ଲକି ଫର୍ଗୁସନ(୨ କୋଟି), ଆରୋନ ହାର୍ଡି(୧.୨୫ କୋଟି), ଜ୍ୟାଭିୟର ବାରଟଲେଟ୍ଟ(୮୦ ଲକ୍ଷ), କୁଲଦୀପ ସେନ(୮୦ ଲକ୍ଷ), ପି ଅବିନାଶ(୩୦ ଲକ୍ଷ), ସୂର୍ଯ୍ୟାଶଂ ଶେଡଗେ(୩୦ ଲକ୍ଷ), ମୁଶୀର ଖାନ(୩୦ ଲକ୍ଷ), ହରନୁର ପନ୍ନୁ(୩୦ ଲକ୍ଷ), ପ୍ରବୀଣ ଦୁବେ(୩୦ ଲକ୍ଷ), ବିଷ୍ଣୁ ବିନୋଦ(୯୬ ଲକ୍ଷ), ବିଜୟ କୁମାର ବୈଶାଖ(୧.୮୦ କୋଟି), ୟାଶ ଠାକୁର(୧.୮୦ କୋଟି)।

ରିଟେନ: ଶଶାଙ୍କ ସିଂହ ଓ ପ୍ରଭସିମରନ ସିଂହ

୮- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି): ଜୋଶ ହାଜେଲଉଡ(୧୨.୫୦ କୋଟି), ଫିଲ ସଲ୍ଟ(୧୧.୫୦ କୋଟି), ଜିତେଶ ଶର୍ମା(୧୧ କୋଟି), ଲିଆମ ଲିଭିଙ୍ଗଷ୍ଟୋନ(୮.୭୫ କୋଟି), ରଶିଖ ସଲାମ(୬ କୋଟି), ସୁୟାଶ ଶର୍ମା(୨.୬୦ କୋଟି), ଭୁବନେଶ୍ୱର କୁମାର(୧୦.୭୫ କୋଟି), କୃନାଲ ପାଣ୍ଡ୍ୟା(୫.୭୫ କୋଟି), ଟିମ ଡାଭିଡ(୩ କୋଟି), ଜ୍ୟାକବ ବେଥାଲ(୨.୬୦ କୋଟି), ନୁୱାନ ତୁଷାରା(୧.୬୦ କୋଟି), ରୋମାରିଓ ଶେଫର୍ଡ(୧.୫୦ କୋଟି), ସ୍ୱପ୍ନିଲ ସିଂହ(୫୦ ଲକ୍ଷ), ମନୋଜ ବି(୩୦ ଲକ୍ଷ), ଦେବଦତ୍ତ ପଡିକ୍କଲ(୨ କୋଟି), ଲୁଙ୍ଗି ଏନଗିଡି(୧ କୋଟି), ମୋହିତ ରାଠୀ(୩୦ ଲକ୍ଷ), ଅଭିନନ୍ଦନ ସିଂହ(୩୦ ଲକ୍ଷ) ଓ ସ୍ୱସ୍ତିକ ଚିକାରା(୩୦ ଲକ୍ଷ)।

ରିଟେନ: ବିରାଟ କୋହଲି, ୟଶ ଦୟାଲ ଓ ରଜତ ପାଟିଦାର।

୯- ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌): ଈଶାନ କିଶନ(୧୧.୨୫ କୋଟି), ମହମ୍ମଦ ଶାମି(୧୦ କୋଟି), ହର୍ଷଲ ପଟେଲ(୮ କୋଟି), ଆଡାମ ଜାମ୍ପା(୨.୪୦ କୋଟି), ରାହୁଲ ଚହର(୩.୨୦ କୋଟି), ଅଭିନବ ମନୋହର(୩.୨୦ କୋଟି), ଅଥର୍ବ ଟାଇଡେ(୩୦ ଲକ୍ଷ), ସିମରଜିତ ସିଂହ(୧.୫୦ କୋଟି), ଈଶାନ ମାଲିଙ୍ଗା(୧.୨୦ କୋଟି), ବ୍ରାୟଡନ କାର୍ସେ(୧କୋଟି), ଜୟଦେବ ଉନାଦକତ(୧କୋଟି), କାମିନ୍ଦୁ ମେଣ୍ଡିସ(୭୫ ଲକ୍ଷ), ଜୀଶାନ ଅନସାରୀ(୪୦ ଲକ୍ଷ) ଓ ଅଙ୍କିତ ବର୍ମା(୩୦ ଲକ୍ଷ)।

ରିଟେନ: ପାଟ କମିନ୍ସ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ହେନରିଚ କ୍ଲାସେନ ଓ ଟ୍ରାଭିସ ହେଡ୍‌।

୧୦- ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସଜି): ଋଷଭ ପନ୍ତ(୨୭ କୋଟି), ଆବେଶ ଖାନ(୯.୭୫ କୋଟି), ଡାଭିଡ ମିଲର(୭.୫୦ କୋଟି), ମିଚେଲ ମାର୍ଶ(୩.୪୦ କୋଟି), ଏଡେନ ମାର୍କରମ(୨ କୋଟି), ଆକାଶ ଦୀପ(୮ କୋଟି), ଅବଦୁଲ ସାମଦ(୪.୨୦ କୋଟି), ଶାହବାଜ ଅହମଦ(୨.୪୦ କୋଟି), ଶମର ଯୋଶେଫ(୭୫ ଲକ୍ଷ), ଏମ ସିଦ୍ଧାର୍ଥ(୭୫ ଲକ୍ଷ), ଯୁବରାଜ ଚୌଧୁରୀ(୩୦ ଲକ୍ଷ), ପ୍ରିନ୍ସ ଯାଦବ(୩୦ ଲକ୍ଷ), ଆକାଶ ସିଂହ(୩୦ ଲକ୍ଷ), ଦିଗବେଶ ସିଯଂ(୩୦ ଲକ୍ଷ), ହିମନ୍ତ ସିଂହ(୩୦ ଲକ୍ଷ), ଅର୍ଶିନ କୁଲକର୍ଣ୍ଣି(୩୦ ଲକ୍ଷ), ରଜ୍ୟବର୍ଦ୍ଧନ ହଙ୍ଗାରେକର(୩୦ ଲକ୍ଷ), ମାଥ୍ୟୁ ବ୍ରୀଟଜକା( ୭୫ ଲକ୍ଷ) ଓ ଆର୍ଯ୍ୟ ଜୁଏଲ(୩୦ ଲକ୍ଷ)।

ରିଟେନ: ନିକୋଲସ ପୁରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋହଶିନ ଖାନ ଓ ଆୟୁଷ ବଦୋନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+