Get Updates
Get notified of breaking news, exclusive insights, and must-see stories!

IPL 2025 Retention: କେଉଁ ଦଳ ପାଖରେ କେତେ ଟଙ୍କା ବାକି ?

ଆଇପିଏଲ-୨୦୨୫ ପାଇଁ ରିଟେନସନ ପ୍ରକ୍ରିୟା ଶେଷ ହୋଇଛି । ପ୍ରତ୍ୟେକ ଦଳ ନିଜ ରିଟେନ୍ ତାଲିକା ଘୋଷଣା କରିଛନ୍ତି । ଦିଲ୍ଲୀ, କୋଲକାତା ଏବଂ ସୁପର ଜିଆଣ୍ଟସ ନିଜ ନିଜର ଅଧିନାୟକଙ୍କୁ ରିଲିଜ କରିଛନ୍ତି । ଦଳର ପ୍ରମୁଖ ଖେଳାଳିଙ୍କୁ ରିଟେନ୍ କରିବା ପରେ ଏବେ ମେଗା ଅକ୍ସନକୁ ଅପେକ୍ଷା । ତେବେ ଆସନ୍ତା ସିଜନ ପାଇଁ ପଞ୍ଜାବ କିଙ୍ଗସ ସବୁଠାରୁ କମ୍ ମାତ୍ର ୨ ଜଣ ଖେଳାଳି(ଅନକ୍ୟାପ୍ଡ)ଙ୍କୁ ରିଟେନ୍ କରିଛି ।

ସେହିପରି ରାଜସ୍ଥାନ ରୋୟଲ୍ସ ଖେଳାଳିଙ୍କ ରିଟେନସନ ପାଇଁ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛି । ତେବେ ଆସନ୍ତୁ ଦେଖିବା ରିଟେନସନ ପରେ କେଉଁ ଦଳର ପର୍ସରେ କେତେ ଟଙ୍କା ବାକି ରହିଲା ।

ବିରାଟ କୋହଲିଙ୍କ ପାଇଁ ବେଙ୍ଗଲୁରୁ ସର୍ବାଧିକ ୨୧ କୋଟି ଟଙ୍କା ଖର୍ଚ୍ଚ କରିଛି । ସର୍ବାଧିକ ବଳକା ଟଙ୍କା ମାମଲାରେ ଆରସିବି ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଅକ୍ସନ ପାଇଁ ସର୍ବାଧିକ ଟଙ୍କା ପର୍ସ ଭାଲ୍ୟୁ ରଖିଛି ପଞ୍ଜାବ କିଙ୍ଗସ । ଏହାବ୍ୟତୀତ ସବୁଠାରୁ କମ୍ ଟଙ୍କା ରହିଛି ରାଜସ୍ଥାନ ରୋୟଲ୍ସ ଆକାଉଣ୍ଟରେ ।

IPL 2025 Retention
  • ପଞ୍ଜାବ କିଙ୍ଗସ- ୧୧୦.୫ କୋଟି
  • ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ- ୮୩ କୋଟି
  • ଦିଲ୍ଲୀ କ୍ୟାପିଟାଲ୍ସ- ୭୩ କୋଟି
  • ସୁପର ଜିଆଣ୍ଟସ- ୬୯ କୋଟି
  • ଗୁଜରାଟ ଟାଇଟନ୍ସ- ୬୯ କୋଟି
  • ଚେନ୍ନାଇ ସୁପର କିଙ୍ଗସ- ୫୫ କୋଟି
  • କୋଲକାତା ନାଇଟ ରାଇଡର୍ସ- ୫୧ କୋଟି
  • ସନରାଇଜର୍ସ ହାଇଦ୍ରାବାଦ- ୪୫ କୋଟି
  • ମୁମ୍ବାଇ ଇଣ୍ଡିଆନ୍ସ- ୪୫ କୋଟି
  • ରାଜସ୍ଥାନ ରୋୟଲ୍ସ- ୪୧ କୋଟି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+