Get Updates
Get notified of breaking news, exclusive insights, and must-see stories!

IPL 2025 mega auction live updates: ପ୍ରଥମ ଦିନ ନିଲମରେ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି

IPL 2025 mega auction : ଶ୍ରେୟସଙ୍କୁ ପଛରେ ପକାଇ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି । ଗାମୀ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ରିଲିଜ କରିବା ପରେ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ପନ୍ତ । ଆଇପିଏଲ-୨୦୨୫ ପାଇଁ ଋଷଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ସାଉଦି ଆରବର ଜେଦାହ ସହରରେ ଆଗାମୀ ୨ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ନିଲାମରେ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ ଆଗାମୀ ୩ ବର୍ଷ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ କରିବେ

Ipl 2025 mega auction

Nov 25, 2024, 2:55 pm IST

ପ୍ରଥମ ଦିନର ନିଲାମ ଶେଷ

ପ୍ରଥମ ଦିନର ନିଲାମ ଶେଷ ହୋଇଛି । ଆଜି ଦ୍ବିତୀୟ ଦିନର ନିଲାମ ।
Nov 24, 2024, 11:06 pm IST

ଶ୍ରେୟସ ଗୋପାଳଙ୍କୁ କେହି କିଣିଲେନି ।

ଶ୍ରେୟସ ଗୋପାଳଙ୍କୁ କେହି କିଣିଲେନି ।
Nov 24, 2024, 11:05 pm IST

ମାନବ ସୁଥରଙ୍କୁ କିଣିଲା ଗୁଜୁରାଟ

ମାନବ ସୁଥରଙ୍କୁ କିଣିଲା ଗୁଜୁରାଟ । 30 ଲକ୍ଷରେ ବିକ୍ରି ।
Nov 24, 2024, 11:04 pm IST

କାର୍ତ୍ତିକେୟଙ୍କୁ କିଣିଲା ରାଜସ୍ଥାନ

କାର୍ତ୍ତିକେୟଙ୍କୁ କିଣିଲା ରାଜସ୍ଥାନ । 30 ଲକ୍ଷରେ ବିକ୍ରି ।
Nov 24, 2024, 11:03 pm IST

ପିୟୁଷ ଚାୱଲାଙ୍କୁ କେହି କିଣିଲେନି

ପିୟୁଷ ଚାୱଲାଙ୍କୁ କେହି କିଣିଲେନି ।
Nov 24, 2024, 11:03 pm IST

ମୟଙ୍କ ମାର୍କଣ୍ଡେଙ୍କୁ କିଣିଲା କୋଲକାତା

ମୟଙ୍କ ମାର୍କଣ୍ଡେଙ୍କୁ କିଣିଲା କୋଲକାତା । 30 ଲକ୍ଷରେ ବିକ୍ରି ।
Nov 24, 2024, 11:02 pm IST

କର୍ଣ୍ଣ ଶର୍ମାଙ୍କୁ କିଣିଲା ମୁମ୍ବାଇ

କର୍ଣ୍ଣ ଶର୍ମାଙ୍କୁ କିଣିଲା ମୁମ୍ବାଇ ।
Nov 24, 2024, 11:00 pm IST

ସୂୟସ ଶର୍ମାଙ୍କୁ କିଣିଲା ଆରସିବି

ସୂୟସ ଶର୍ମାଙ୍କୁ କିଣିଲା ଆରସିବି । 2.60 କୋଟିରେ ବିକ୍ରି ।
Nov 24, 2024, 10:55 pm IST

ସିମରଜିତ ସିଂହଙ୍କୁ କିଣିଲା ହାଇଦ୍ରାବାଦ

ସିମରଜିତ ସିଂହଙ୍କୁ କିଣିଲା ହାଇଦ୍ରାବାଦ
Nov 24, 2024, 10:53 pm IST

କାର୍ତ୍ତିକ ତ୍ୟାଗୀଙ୍କୁ କେହି କିଣିଲେନି

କାର୍ତ୍ତିକ ତ୍ୟାଗୀଙ୍କୁ କେହି କିଣିଲେନି ।
Nov 24, 2024, 10:52 pm IST

ୟଶ ଠାକୁରଙ୍କୁ କିଣିଲା ପଞ୍ଜାବ କିଙ୍ଗସ ।

ୟଶ ଠାକୁରଙ୍କୁ କିଣିଲା ପଞ୍ଜାବ କିଙ୍ଗସ ।
Nov 24, 2024, 10:49 pm IST

ବୈଭବ ଆରୋରଙ୍କୁ କିଣିଲା କେକେଆର

ବୈଭବ ଆରୋରଙ୍କୁ କିଣିଲା କେକେଆର ।
Nov 24, 2024, 10:46 pm IST

ବିଜୟକୁମାରଙ୍କୁ କିଣିଲା ପଞ୍ଜାବ କିଙ୍ଗସ

ବିଜୟକୁମାରଙ୍କୁ କିଣିଲା ପଞ୍ଜାବ କିଙ୍ଗସ । 1.80 କୋଟିରେ ବିକ୍ରି ।
Nov 24, 2024, 10:42 pm IST

ମୋହିତ ଶର୍ମା ଗଲେ ଦିଲ୍ଲୀ

ମୋହିତ ଶର୍ମା ଗଲେ ଦିଲ୍ଲୀ ।
Nov 24, 2024, 10:38 pm IST

ଆକାଶ ମାଘୱାଲଙ୍କୁ କିଣିଲା ରାଜସ୍ଥାନ

ଆକାଶ ମାଘୱାଲଙ୍କୁ କିଣିଲା ରାଜସ୍ଥାନ । 1.20 କୋଟିରେ ବିକ୍ରି ।
Nov 24, 2024, 10:33 pm IST

ରଶିକ ଡାରଙ୍କୁ କିଣିଲା ଆରସିବି

ରଶିକ ଡାରଙ୍କୁ କିଣିଲା ଆରସିବି । ୬ କୋଟିରେ ବିକ୍ରି ।
Nov 24, 2024, 10:28 pm IST

ବିଷ୍ଣୁ ବିନୋଦଙ୍କୁ କିଣିଲା ପଞ୍ଜାବ

ବିଷ୍ଣୁ ବିନୋଦଙ୍କୁ କିଣିଲା ପଞ୍ଜାବ । ୯୫ ଲକ୍ଷରେ ବିକ୍ରି ।
Nov 24, 2024, 10:24 pm IST

ଲବନିଥ ସିସୋଦିଆଙ୍କୁ କେହି କିଣିଲେନି

ଲବନିଥ ସିସୋଦିଆଙ୍କୁ କେହି କିଣିଲେନି
Nov 24, 2024, 10:23 pm IST

ଉପେନ୍ଦ୍ର ଯାଦବଙ୍କୁ କେହି କିଣିଲେନି

ଉପେନ୍ଦ୍ର ଯାଦବଙ୍କୁ କେହି କିଣିଲେନି
Nov 24, 2024, 10:22 pm IST

ଆରିୟନ ଯୁୟାଲଙ୍କୁ କିଣିଲା ଏଲଏସଜି

ଆରିୟନ ଯୁୟାଲଙ୍କୁ କିଣିଲା ଏଲଏସଜି ।୩୦ ଲକ୍ଷରେ ବିକ୍ରି ।
Nov 24, 2024, 10:21 pm IST

ଅନୁଜ ରାବତଙ୍କୁ କିଣିଲା ଗୁଜୁରାଟ ।

ଅନୁଜ ରାବତଙ୍କୁ କିଣିଲା ଗୁଜୁରାଟ । ୩୦ ଲକ୍ଷରେ ବିକ୍ରି ।
Nov 24, 2024, 10:21 pm IST

ରବିନ ମିନଜଙ୍କୁ କିଣିଲା ମୁମ୍ବାଇ ।

ରବିନ ମିନଜଙ୍କୁ କିଣିଲା ମୁମ୍ବାଇ । ୬୫ ଲକ୍ଷରେ ବିକ୍ରି ।
Nov 24, 2024, 10:19 pm IST

କୁମାର କୁଶାଗ୍ରଙ୍କୁ କିଣିଲା ଗୁଜରାଟ

କୁମାର କୁଶାଗ୍ରଙ୍କୁ କିଣିଲା ଗୁଜରାଟ । ୬୫ ଲକ୍ଷରେ ବିକ୍ରି ।
Nov 24, 2024, 10:16 pm IST

ଉତ୍କର୍ଷ ସିଂହଙ୍କୁ କେହି କିଣିଲେନି

ଉତ୍କର୍ଷ ସିଂହଙ୍କୁ କେହି କିଣିଲେନି
Nov 24, 2024, 10:15 pm IST

ଆଶୁତୋଷ ଶର୍ମାଙ୍କୁ କିଣିଲା ୩.୮୦

ଆଶୁତୋଷ ଶର୍ମାଙ୍କୁ କିଣିଲା ଦିଲ୍ଲୀ । ୩.୮୦ କୋଟିରେ ବିକ୍ରି ।
Nov 24, 2024, 10:09 pm IST

ମହିପାଲ ଲୋମରୋରଙ୍କୁ କିଣିଲା ଗୁଜୁରାଟ

ମହିପାଲ ଲୋମରୋରଙ୍କୁ କିଣିଲା ଗୁଜୁରାଟ । ୧.୭୦ କୋଟିରେ ବିକ୍ରି ।
Nov 24, 2024, 10:06 pm IST

ବିଜୟ ଶଙ୍କରଙ୍କୁ କିଣିଲା ଚେନ୍ନାଇ

ବିଜୟ ଶଙ୍କରଙ୍କୁ କିଣିଲା ଚେନ୍ନାଇ । ୧.୨୦ କୋଟିରେ ବିକ୍ରି ।
Nov 24, 2024, 10:03 pm IST

ହରପ୍ରିତ ବ୍ରାରଙ୍କୁ ପଞ୍ଜାବ

ହରପ୍ରିତ ବ୍ରାରଙ୍କୁ କିଣିଲା ପଞ୍ଜାବ । ୧.୫୦ କୋଟିରେ ବିକ୍ରି ।
Nov 24, 2024, 10:00 pm IST

ଅବଦୁଲ ସମାଦଙ୍କୁ କିଣିଲା ଏଲଏସଜି

ଅବଦୁଲ ସମାଦଙ୍କୁ କିଣିଲା ଏଲଏସଜି । ୪.୨୦ କୋଟିରେ ବିକ୍ରି ।
Nov 24, 2024, 9:55 pm IST

ନମନ ଧୀରଙ୍କୁ କିଣିଲା ମୁମ୍ବାଇ

ନମନ ଧୀରଙ୍କୁ କିଣିଲା ମୁମ୍ବାଇ । ୫.୨୫ କୋଟିରେ ବିକ୍ରି ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+