IPL 2025 mega auction live updates: ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି
ଆଇପିଏଲ ଅକ୍ସନର ଆଜି ଦ୍ବିତୀୟ ଦିନ । ଶ୍ରେୟସଙ୍କୁ ପଛରେ ପକାଇ ଋଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି । ଆଗାମୀ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ରିଲିଜ କରିବା ପରେ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ପନ୍ତ । ଆଇପିଏଲ-୨୦୨୫ ପାଇଁ ଋଷଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ସାଉଦି ଆରବର ଜେଦାହ ସହରରେ ଅନୁଷ୍ଠିତ ହୋଇଥିବା ନିଲାମରେ ୧୦ଟି ଆଇପିଏଲ୍ ଫ୍ରାଞ୍ଚାଇଜ ଆଗାମୀ ୩ ବର୍ଷ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ କରିଛନ୍ତି ।

READ MORE












Click it and Unblock the Notifications