ଆଜିଠୁ ଆରମ୍ଭ ହେବ IPL ମହାସମର, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ KKR-RCB
IPL 2025: ଆଜିଠୁ ଆରମ୍ଭ ହେବେ ଆଇପିଏଲ୍ ମହାସମର । IPLର 18ତମ ସିଜିନ୍ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ । ଦୁଇ ଦଳ ମଧ୍ୟରେ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ। ସନ୍ଧ୍ୟା ୬ଟାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବେ ସନ୍ଧ୍ୟା ୭ଟା ୩୦ରେ ମ୍ୟାଚ୍ ଖେଳାଯିବ ।

ମ୍ୟାଚ୍ ପୂର୍ବରୁ ଅନେକ ବଲିଉଡ ସେଲିବ୍ରିଟି ନିଜ ଜଲୱା ଦେଖାଇବେ । କୋଲକାତା ନାଇଟ୍ ରାଇଡର୍ସ ମାଲିକ ଶାହରୁଖ ଖାନଙ୍କ ବ୍ୟତୀତ ଅନେକ ବଡ଼ ତାରକାଙ୍କୁ ଦେଖିବାକୁ ମିଳିବ, ଯେଉଁଥି ପାଇଁ ଶାହାରୁଖ ଖାନ ବର୍ତ୍ତମାନ କୋଲକତାରେ ପହଞ୍ଚି ସାରିଛନ୍ତି ।
When it’s 18 years of IPL, it calls for a dazzling celebration like never before! 🥳
Who better than the sensational Disha Patani to set the stage ablaze? 💃
Don’t miss the electrifying Opening Ceremony of the #TATAIPL 18! 🤩 @DishPatani pic.twitter.com/3TeHjOdz67
— IndianPremierLeague (@IPL) March 19, 2025
ଚଳିତ ସଂସ୍କରଣରେ ୧୦ଟି ଟାଇଟଲ ପାଇଁ ମୁହାଁମୁହିଁ ହେବେ । ତେବେ IPL ଖେଳିବ ଅନେକ ଖେଳାଳୀଙ୍କ ସ୍ୱପ୍ନ ଥାଏ । ୨୦୦୮ ମସିହାରେ ପ୍ରଥମ ଥର ଆଇପିଏଲ ମ୍ୟାଚ୍ ଆରମ୍ଭ ହୋଇଥିଲା । ଯାହା ପରଠୁ କ୍ରିକେଟପ୍ରମୀଙ୍କ ମଧ୍ୟ ଏହି ମ୍ୟାଚକୁ ଖୁବ କ୍ରେଜ୍ ଦେଖିବା ପାଇଁ ମିଳିଛି । ତେବେ ଦେଶ ଓ ବିଦେଶର ଅନେକ ତାରକା ଖେଳାଳି IPL ଖେଳୁଥିବାରୁ ପୂରା ବିଶ୍ବରେ ଏହାର କ୍ରେଜ୍ ରହିଛି ।












Click it and Unblock the Notifications