IPL 2025: କାଲି ଆଇପିଏଲ ଅକ୍ସନ , କାହା ପାଖରେ କେତେ ଟଙ୍କା ?

ନଭେମ୍ବର ୨୪ରେ ହେବ ଆଇପିଏଲ-୨୦୨୫ର ମେଗା ନିଲାମ । ଚଳିତ ଥର ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ସାଉଦି ଆରବରେ ହେବ । ନଭେମ୍ବର ୨୪ ଓ ୨୫ରେ ଆଇପିଏଲ ମେଗା ନିଲାମ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଡ୍‌ ଲଗାଇବେ ।

IPL 2025
IPL 2025: କାଲି ଆଇପିଏଲ ଅକ୍ସନ , କାହା ପାଖରେ କେତେ ଟଙ୍କା ?

ପଞ୍ଜାବ କିଙ୍ଗ୍ସ - ୧୧୦.୫ କୋଟି (ରିଟେନସନ୍‌ରେ ୯.୫ କୋଟି ଖର୍ଚ୍ଚ)
ସନରାଇଜର୍ସ ହାଇଦ୍ରାବାଦ - ୪୫ କୋଟି (ରିଟେନସନ୍‌ରେ ୭୫ କୋଟି ଖର୍ଚ୍ଚ)
ମୁମ୍ବାଇ ଇଣ୍ଡିଆନ୍ସ - ୪୫ କୋଟି (ରିଟେନସନ୍‌ରେ ୭୫ କୋଟି ଖର୍ଚ୍ଚ)
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ୍‌ - ୬୯ କୋଟି (ରିଟେନସନ୍‌ରେ ୫୧ କୋଟି)
ରାଜସ୍ଥାନ ରୟାଲ୍ସ - ୪୧ କୋଟି (ରିଟେନସନ୍‌ରେ ୭୯ କୋଟି ଖର୍ଚ୍ଚ)
ଚେନ୍ନାଇ ସୁପର କିଙ୍ଗ୍ସ - ୫୫ କୋଟି (ରିଟେନସନ୍‌ରେ ୬୫ କୋଟି ଖର୍ଚ୍ଚ)
କୋଲକାତା ନାଇଟ୍‌ ରାଇଡର୍ସ - ୫୧ କୋଟି (ରିଟେନସନ୍‌ରେ ୬୯ କୋଟି ଖର୍ଚ୍ଚ)
ଗୁଜରାଟ ଟାଇଟନ୍ସ - ୬୯ କୋଟି (ରିଟେନସନ୍‌ରେ ୫୧ କୋଟି ଖର୍ଚ୍ଚ)
ଦିଲ୍ଲୀ କ୍ୟାପିଟାଲ୍ସ - ୭୩ କୋଟି (ରିଟେନସନ୍‌ରେ ୪୭ କୋଟି ଖର୍ଚ୍ଚ)
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ - ୮୩ କୋଟି (ରିଟେନସନ୍‌ରେ ୩୭ କୋଟି ଖର୍ଚ୍ଚ)

କେଉଁ ଦଳ କାହାକୁ କଲେ ରିଟେନ୍‌
ଚେନ୍ନାଇ ସୁପର କିଙ୍ଗସ୍‌: ଋତୁରାଜ ଗାଏକ୍ୱାଡ୍‌, ମଥିଶା ପତରଣା, ଶିଭମ୍‌ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନିମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମ୍ରା, ରୋହିତ ଶର୍ମା, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ରଜତ ପଟିଦାର, ୟଶ ଦୟାଲକୋଲକାତା ନାଇଟ ରାଇଡର୍ସ: ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସଲ, ହର୍ଷିତ ରାଣା, ରମନଦୀପ ସିଂଦିଲ୍ଲୀ କ୍ୟାପିଟାଲ୍ସ: କୁଲଦୀପ ଯାଦବ, ଟ୍ରିଷ୍ଟନ୍‌ ଷ୍ଟବ୍ସ୍, ଅକ୍ଷର ପଟେଲ, ଅଭିଷେକ ପୋରେଲପଞ୍ଜାବ କିଙ୍ଗ୍ସ: ଶଶାଙ୍କ ସିଂ, ପ୍ରଭସିରନ୍‌ ସିଂଲକ୍ଷ୍ନୌ ସୁପର ଜିଆଣ୍ଟସ୍‌: ନିକୋଲାସ୍‌ ପୁରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋସିନ୍‌ ଖାନ୍‌, ଆୟୁଷ ବଦାନୀଗୁଜରାଟ ଟାଇଟନ୍‌: ରସିଦ ଖାନ, ଶୁଭମନ ଗିଲ, ସାଇ ସୁଦର୍ଶନ, ରାହୁଲ ତେୱାଟିଆ, ଶାହରୁଖ ଖାନରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍‌, ୟଶ୍ୱସୀ ଜୟସଲ, ସିମରନ୍‌ ହେଟମାୟର, ରିଆନ ପରାଗ, ଧ୍ରୁବ ଜୁରେଲ, ସନ୍ଦୀପ ଶର୍ମାସନ୍‌ ରାଇଜର୍ସ ହାଇଦ୍ରାବାଦ: ପ୍ୟାଟ୍‌ କମିନ୍ସ, ଅଭିଶେକ ଶର୍ମା, ନୀତିଶ ରେଡ୍ଡୀ, ହେନରିକ୍‌ କ୍ଲାସେନ୍, ଟ୍ରାଭିସ୍‌ ହେଡ୍‌

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+