IPL 2025: ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲରେ କେମିତି ଖେଳିପାରିବେ ?

ନଭେମ୍ବର ୨୪ ଏବଂ ୨୫ରେ ଆଇପିଏଲ ୨୦୨୫ର ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୧୮୨ ଖେଳାଳି କିଣିବା ପାଇଁ ୬୩୯.୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ ୬୨ ଜଣ ବିଦେଶୀ ଖେଳାଳିଙ୍କୁ କ୍ରୟ କରାଯାଇଥିବା ବେଳେ ୮ ଖେଳାଳିଙ୍କ ଉପରେ ରାଇଟ ଟୁ ମ୍ୟାଚ କାର୍ଡ ବ୍ୟବହାର କରାଯାଇଥିଲା। ଆଇପିଏଲ ମେଗା ନିଲାମରେ ରିଷଭ ପନ୍ତ, ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ପରି ଖେଳାଳିଙ୍କୁ ମୋଟା ଅଙ୍କର ଟଙ୍କା ମିଳିଛି।

IPL 2025

ଅନ୍ୟପକ୍ଷରେ ୩୯୫ ଖେଳାଳି ବିକ୍ରି ଅନସୋଲ୍ଡ ରହିଥିଲେ। ଏଥିମଧ୍ୟରେ ବଡ଼ ଖେଳାଳିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ପୃଥ୍ବୀ ଶ, ଡେଭିଡ ୱାର୍ନର ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ପରି ପ୍ରସିଦ୍ଧ ଖେଳାଳି ଅନ୍ତର୍ଭୁକ୍ତ। କିନ୍ତୁ ଏହି ଖେଳାଳିମାନେ ଅନସୋଲ୍ଡ ହୋଇକି ମଧ୍ୟ ଆଇପିଏଲ ୨୦୨୫ରେ ଖେଳିପାରିବେ କି? ଯଦି ହଁ ତେବେ କିପରି? ଆସନ୍ତୁ ଜାଣିବା...

ଆଘାତ ରିପ୍ଲେସ୍‌ମେଣ୍ଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ରିପ୍ଲେସମେଣ୍ଟ ପ୍ଲେୟାରର ମୂଳ ମୂଲ୍ୟ ଆହତ ଖେଳାଳିଙ୍କ ମୂଳ ମୂଲ୍ୟଠାରୁ କମ ହେବା ଉଚିତ୍‌।ଉଦାହରଣ ସ୍ବରୂୂପ, ପୃଥ୍ବୀ ଶ'ଙ୍କର ମୂଳ ମୂଲ୍ୟ ହେଉଛି ୭୫ ଲକ୍ଷ ଟଙ୍କା। ଏଭଳି ପରିସ୍ଥିତିରେ ଆହତ ଖେଳାଳିଙ୍କ ମୂଲ୍ୟ ୭୫ ଲକ୍ଷରୁ ଅଧିକ ହେଲେ ହିଁ ତାଙ୍କୁ ଚୟନ କରାଯାଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+